ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର
ବଲିଉଡର ଲେକାପ୍ରିୟ ଅଭିନେତା ଅନିଲ କପୁରଙ୍କ ସହ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ନୃତ୍ୟ ଦେଖିବାକୁ ମିଳିଛି। ଅନିଲ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବେଟା’ର ହିଟ୍ ଗୀତ ‘କୋୟଲ୍ସି ତେରି ବୋଲି…’ ଗୀତରେ ଅର୍ଚ୍ଚିତା...