EnewsOdia.Com

Category : ନ୍ୟୁଜ୍

ଦେଶ ବିଦେଶ ନ୍ୟୁଜ୍

ସାଟେଲାଇଟରେ ଆସିଲା ଚୀନର ସାଂଘାତିକ ଚିତ୍ର

Ratnamani Maharana
ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି କରୋନା ଭାଇରସ । ଏବେ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ୪୩,୦୯୮ ଲୋକ ସଂକ୍ରମିତ ହୋଇଛନ୍ତି । ଖାସକରି...
ଦେଶ ବିଦେଶ ନ୍ୟୁଜ୍

ଖୁବଶୀଘ୍ର ବଜାରରେ ମିଳିବ ନୂଆ ଟଙ୍କିକିଆ ନୋଟ

Ratnamani Maharana
ବଜାରରେ ଖୁବ ଶୀଘ୍ର ମିଳିବ ନୂଆ ଟଙ୍କିକିଆ ନୋଟ । ଆଅବିଆଇ ଦ୍ୱାରା ସମସ୍ତ ନୂଆ ନୋଟ ଜାରି କରାଯିବା ପରେ ଏବେ ପାଳି ପଡିଛି ଟଙ୍କିକିଆ ନୋଟର । ଟଙ୍କିକିଆ ନୋଟ କେନ୍ଦ୍ରୀୟ...
ନ୍ୟୁଜ୍

ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

Ratnamani Maharana
ଗୁରୁତର ଟ୍ରାଫିକ୍ ସମସ୍ୟା ନେଲା ଶିଶୁର ଜୀବନ। ରାଜଧାନୀ ଭୁବନେଶ୍ୱରରେ ଆଜି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। କଟକ ଏସ୍‌ସିବିରୁ ଶିଶୁଟିକୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରିବାର ଲୋକ...
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

କେଜ୍ରିୱାଲଙ୍କ ପାଇଁ ସ୍ପେଶାଲ ଭାଲେଂଟାଇନ ଡେ’

Ratnamani Maharana
ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ସ୍ପଷ୍ଟ ହୋଇଗଲାଣି କି ଦିଲ୍ଲୀରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଯଦି ଏଭଳି ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କ ପୁନର୍ବାର ମୁଖ୍ୟମନ୍ତ୍ରୀ ଗାଦିରେ...
ନ୍ୟୁଜ୍

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

Ratnamani Maharana
ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ । ଏହି ଦିବସଟିକୁ...
ନ୍ୟୁଜ୍

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana
ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷାର ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ...
ଦେଶ ବିଦେଶ ନ୍ୟୁଜ୍

ପୁରୀରେ ବାଲୁକଳା ମାଧ୍ୟମରେ କରୋନା ଭାଇରସକୁ ନେଇ ଜନସଚେତନତା

Ratnamani Maharana
ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨...
ଦେଶ ବିଦେଶ ନ୍ୟୁଜ୍

୨୦୨୧ କୁମ୍ଭ ଶାହି ସ୍ନାନ ତାରିଖ ଘୋଷଣା

Ratnamani Maharana
ହରିଦ୍ୱାରରେ ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାର ଶାହି ସ୍ନାନର ତାରିଖ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ପ୍ରାୟ ଦୁଇ ଘଣ୍ଟା ଧରି ସାଧୁସନ୍ଥଙ୍କ ସହ ଆଲୋଚନା କରିବା ପରେ...
ଦେଶ ବିଦେଶ ନ୍ୟୁଜ୍

କୋଣାର୍କକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana
ବ୍ଲାକପାଗୋଡ଼ା କୁହାଯାଉଥିବା ବିଶ୍ୱର ଅନ୍ୟତମ ସର୍ବ ଶ୍ରେଷ୍ଠ କୀର୍ତ୍ତି କୋଣାର୍କ। ଏହାକୁ ଦେଖିବା ପାଇଁ ଓଡ଼ିଶାକୁ ଆସନ୍ତି  ବହୁ ବିଦେଶୀ ପର୍ଯ୍ୟଟକ। କୋଣାର୍କର ପ୍ରତିଟି ପଥର କୁହେ ବାରଶ’ ବଢ଼େଇଙ୍କ ନିହାଣର କାହାଣୀ। ଏଏସ୍ଆଇ...
ନ୍ୟୁଜ୍

ଏଣିକି କମିବ ଶୀତ ବଢିବ ପାରଦ

Ratnamani Maharana
ରାଜ୍ୟରେ ଆଉ ପୂର୍ବଭଳି ଅନୁଭୂତ ହେବନି ଥଣ୍ଡା ।  ଦୁଇ ଦିନ ଯାଏ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।...