EnewsOdia.Com

Category : ନ୍ୟୁଜ୍

ନ୍ୟୁଜ୍

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

Ratnamani Maharana
ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ କିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ାର ବିସ୍ମୟ ବାଳିକା ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ...
ନ୍ୟୁଜ୍

ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

Ratnamani Maharana
ମସ୍‌ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ  ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିସ୍ଫୋରଣ  ଏତେ...
ନ୍ୟୁଜ୍

ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ

Ratnamani Maharana
ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ଼ । ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଚଢାଉ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ...
ନ୍ୟୁଜ୍

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

Ratnamani Maharana
କୌଣସି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଲୋକଙ୍କୁ ପାର୍କିଂ ଫି’ ଦେବାକୁ ପଡ଼ିବନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ...
ନ୍ୟୁଜ୍

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana
‘ମୁଁ ଆଉ ବଞ୍ଚିବାକୁ ଚାହୁ ନାହିଁ,  ମତେ ମରିବାକୁ ଅନୁମତି ଦିଅନ୍ତୁ’ । ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ଏକ କୋହ ଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲାର ରୋଗାକ୍ରାନ୍ତ ଏହି ଆଦିବାସୀ ଝିଅ ।...
ନ୍ୟୁଜ୍

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana
ଜଷ୍ଟିସ ଏସ୍‌.ଏ. ବବ୍‌ଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ...
ନ୍ୟୁଜ୍

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana
ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭ ଭାରତୀୟ ମହିଳା...
ନ୍ୟୁଜ୍

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana
ଆରବ ସାଗରରେ ଏକ ଲଘୁଚାପ  ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପତବର୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି...
ନ୍ୟୁଜ୍

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

Ratnamani Maharana
ପୁରୀ ପୋଲିସ ପୁଣି ଏକ ଏନକାଉଣ୍ଟଟର  କରିଛି । ଏଥର ପୋଲିସ ଏନକାଉଣ୍ଟଟରର ଶିକାର ହୋଇଛି ଦୁର୍ଦାନ୍ତ ଅପରାଧି ଭାଗୀରଥୀ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ପିପିଲି ଓଭର ବ୍ରିଜ ନିକଟରେ ଏହି ଏନକାଉଣ୍ଟଟର...
ନ୍ୟୁଜ୍

ହସ୍ପିଟାଲରେ ଅମିତାଭ ବଚ୍ଚନ

Ratnamani Maharana
ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର...