ନ୍ୟୁଜ୍ବଇଁଶୀ ବଜାଇ ଦୃଷ୍ଟିହୀନ ପବିତ୍ର ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ…adminOctober 9, 2019 by adminOctober 9, 20190341 ବାପା ମାଆ ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦେବା ସହ...