ବିଜେପିରେ ମିଶିବାର ୩ ଘଣ୍ଟାରେ ରାଜ୍ୟସଭା ଟିକେଟ ପାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
ବିଜେପିରେ ମିଶିବାର ୩ ଘଣ୍ଟା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ । କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ଜୋତିରାଦିତ୍ୟଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି । ମଧ୍ୟପ୍ରଦେଶର ପୂର୍ବତନ...