News

ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

ଫିଲିପାଇନ୍ସର ସୁନ୍ଦରୀ କାଟ୍ରିଓନା ଗ୍ରେ ଚଳିତ ବର୍ଷ ପାଇଁ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଷ୍ଟ ରନର-ଅପ ଓ ୱେନେଜୁଏଲାର ସେକେଣ୍ଡ ରନର-ଅପ ହୋଇଛନ୍ତି । ଭାରତର ନେହଲ ଚୁଦାସମା ଟପ୍ ୨୦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରିଲେନି । ମିସ୍ ୟୁନିଭର୍ସ ୨୦୧୭ ଡେମି ଲେ ନେଲ୍ ପିଟର୍ସ ଏଲିସାଙ୍କୁ ତାଜ୍ ପିନ୍ଧାଇଲେ। ୨୨ ବର୍ଷୀୟା ନେହଲ ୬୭ତମ ନିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୯୪ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ ।

miss

ବ୍ରହ୍ମାଣ୍ଡ ସୁନ୍ଦରୀ ଗ୍ରେ ମ୍ୟୁଜିକ୍‌ ଥିଓରିରେ ମାଷ୍ଟର ସାର୍ଟିଫିକେଟ ହାସଲ କରିଛନ୍ତି। ସେ ମଧ୍ୟ ଏଚ୍‌ଆଇଭି/ଏଡ୍‌ସ ସଚେତନତାର ପ୍ରମୁଖ ପ୍ରବକ୍ତା ଏବଂ ଜଣେ ଶିକ୍ଷୟିତ୍ରୀ ବୋଲି ମିସ୍‌ ୟୁନିଭର୍ସ ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି।

ପଢନ୍ତୁ;ନିଶା କାରବାର ଅଭିଯୋଗରେ ମାଲାୟାଲମ ଅଭିନେତ୍ରୀ ଗିରଫ 

Related posts

ଜିସ୍ୟାଟ-୭ଏର ଉତକ୍ଷେପଣ,ବାୟୁସେନା ହେବ ଅଧିକ ଶକ୍ତିଶାଳୀ

ENO Beuro

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

ENO Beuro

ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More