LIFESTYLE

ବୈବାହିକ ଜୀବନରେ ବିଚ୍ଛେଦର ମୁଖ୍ୟ କାରଣ କ’ଣ ଜାଣନ୍ତୁ ?

ବିଭାହ ଏକ ପବିତ୍ର ବନ୍ଧନ । ଅନେକ ସମୟରେ ପ୍ରାୟତଃ  ଦେଖାଦେଇଥାଏ ବିଭାହ ପରେ ବିଚ୍ଛେଦ ହୋଇଥାଏ । ଏହାଛଡା ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ସ୍ଥିରତା ନାହିଁ ,ସେହି ସଂପର୍କରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଅସ୍ଥିରତାର କାରଣ କେତେବେଳେ ପୁରୁଷ ହୋଇଥାନ୍ତି ତ ଆଉ କେତେବେଳେ ମହିଳା ।

ବିବାହ ବିଚ୍ଛେଦର ମୁଖ୍ୟ କାରଣ ଜାଣନ୍ତୁ :-

  • ଯେଉଁ ମହିଳା ଓ ପୁରୁଷ ନିଜ ବିଭାହରେ ଖୁସି ନଥାନ୍ତି ତାହାଲେ ଜାଣିବେ ଯେ ବୈବାହିକ ସଂପର୍କ ମଧ୍ୟରେ ବିଚ୍ଛେଦ ଆସିଯାଇଛି ।
  • ଜାଣିଶୁଣି ସମସ୍ତଙ୍କ ସାମ୍ନାରେ  ଦୁର୍ବ୍ୟବହାର କରିବା । ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଙ୍କୁ  ହଇରାଣ କରିବା । ଏଭଳି କରିବା ଦ୍ୱାରା ପତୀ ପତ୍ନୀଙ୍କ  ଭିତରେ ଏକ ଚିଡ୍ ଚିଡା ପଣ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ସଂପର୍କରେ ଫାଟକ ସୃଷ୍ଟି ହୋଇଥାଏ ।
  • ବେଳେ ବେଳେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଦୁହିଙ୍କ ଠାରୁ ଦୂରେଇ ରହିଥାନ୍ତି । ଦୁହେଁ ନିଜର ମନ କଥା କାହାକୁ କହି ନ ଥାଆନ୍ତି । ଏହାଦ୍ୱରା ପତୀ-ପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହୋଇଥାଏ ।  ଧିରେ ଧିରେ ଫାଟକ ସୃଷ୍ଟି ହୁଏ ।
  • ସର୍ବଦା ନିଜ ସ୍ଵାର୍ଥକୁ ଦେଖିଥାଆନ୍ତି । ନିଜର ସୁଖ କି ଦୁଖ କାହାକୁ ଜଣେଇ ନ ଥାଆନ୍ତି । ଏହା ଦ୍ଵାରା ବିବାହରେ ଫାଟକ ସୃଷ୍ଟି ହୋଇଥାଏ ।

ପଢନ୍ତୁ ;

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

Related posts

ଚାଣକ୍ୟ ନୀତିରେ ସଫଳ ବିବାହ ପାଇଁ କିଛି ଉପାୟ

ENO Beuro

ଚାଲିବା ଶୈଳିରୁ ଜାଣନ୍ତୁ ଯୁବତୀ ମାନଙ୍କ ସ୍ଵଭାବ ସମ୍ପର୍କରେ?

ENO Beuro

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More