News

ସାରା ଦେଶର ୧୧୦ଟି ସ୍ଥାନରେ ସିବିଆଇର ରେଡ୍

Untitled 1

କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ବା ସିବିଆଇ ସାରା ଦେଶର ୧୧୦ଟି ସ୍ଥାନରେ ଆଜି ରେଡ କରିଛି । ୧୯ଟି ରାଜ୍ୟ ଓ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ଏହି ଚଢ଼ାଉ କରାଯାଇଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସିବିଆଇ ଏହି ସମୟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ବଦ୍ଧିତ ୨୦ଟି ମାମଲା ମଧ୍ୟ ରୁଜୁ କରିଛି । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ୧୮ଟି ସହରରେ ଥିବା କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା |

ପାଖାପାଖି ୬୪୦ କୋଟି ଟଙ୍କାର ଚଢ଼ାଉ କରାଯାଇଥିବାବେଳେ ଦିଲ୍ଲୀ, ଚଣ୍ଡୀଗଡ଼, ମୁମ୍ବାଇ,ସୁରଟ ସହର ସାମିଲ ଥିଲା | ଆଜି ଦିଲ୍ଲୀ, ଚଣ୍ଡୀଗଡ଼,ଶ୍ରୀନଗର,ପୁଣେ, ଜୟପୁର, କାନପୁର, ରାୟପୁର, ହାଇଦ୍ରାବାଦ, କୋଲକାତା, ରାଉରକେଲା, ରାଞ୍ଚିରେ ଚଢ଼ାଉ କରାଯାଇଛି |

ପଢନ୍ତୁ: ମନ୍ଦିରରୁ ମସଜିଦ୍, ସବୁଠି ଚାଲିଛି ଭାରତ ପାଇଁ ପ୍ରାର୍ଥନା; ଜନ୍ମମାଟିରୁ ଇଂଲଣ୍ଡକୁ ପଠାଗଲା ମାଟି

Related posts

ଆତଙ୍କବାଦ ବିରୋଧରେ ଭାରତ ସହ ଠିଆ ହୋଇଛି ଆମେରିକା:ଏନଏସଏ ଜନ ବୋଲ୍ଟନ

ENO Beuro

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

ENO Beuro

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ENO Beuro

Leave a Comment