News

ଆଜିଠାରୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା

d-1

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଓଡ଼ିଶା ତଥା ସିବିଏସଇ ଭୁବନେଶ୍ବର ଜୋନ୍  ପାଇଁ ଆଜିଠୁ ପରୀକ୍ଷା ହେବାକୁ ଯାଉଛି। ସାରା ଦେଶରେ ଫେବ୍ରୁଆରି ୨୧ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଥିଲାବେଳେ ଇଲେକ୍ଟିଭ୍ ବିଷୟଗୁଡ଼ିକର ପରୀକ୍ଷାର ଆଜି ମୁଖ୍ୟ ପରୀକ୍ଷା ଆରମ୍ଭ ହେଉଛି ।ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରଥମ ଦିନ ଆଇଟି  ବିଷୟର ପରୀକ୍ଷା ହେବ।

ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀଙ୍କ ପାଇଁ କେତେକ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀମାନେ ହଲ ଭିତରକୁ ସାଙ୍ଗରେ କେବଳ କଲମ,ସ୍କୁଲ ର ପରିଚୟପତ୍ର, ଆଡମିଟକକାର୍ଡ ଓ ଆବଶ୍ୟକୀୟ ଷ୍ଟେସନାରି ସାମଗ୍ରୀ ନେଇପାରିବେ। ସେମାନେ କୌଣସି ପ୍ରକାରର ଫୋନ୍,ସ୍ମାର୍ଟ ୱାଚ୍,ବ୍ଲୁଟୁଥ୍,ହେଡ୍ ଫୋନ୍,କାଲକୁଲେଟର ପରି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି।

ପଢନ୍ତୁ;ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୁତ ବୀର

Related posts

ପରଲୋକରେ ମହମ୍ମଦ ଅଜିଜ୍‌ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କର ଦିନିକିଆ ଓଡିଶା ଗସ୍ତ

Ratnamani Moharana

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment