ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ୍ ୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀଙ୍କ ପରୀକ୍ଷା ଏପ୍ରିଲ୍ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ୍ ୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀଙ୍କ ପରୀକ୍ଷା ଏପ୍ରିଲ୍ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀଙ୍କ ଏପ୍ରିଲ୍ ୨୬ରୁ ଜୁନ୍ ୧୫ ଯାଏ ପରୀକ୍ଷା କରାଯିବ । ଏନେଇ ଶୁକ୍ରବାର ସିବିଏସ୍ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।
ଖବର ଅନୁଯାୟୀ, କରୋନା ପାଇଁ ଚଳିତ ବର୍ଷ ପ୍ରଥମ କରି ସିବିଏସ୍ଇ ଦଶମ ଓ ଦ୍ୱାଦଶ ପିଲାଙ୍କ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆଧାରରେ ଗତ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଟର୍ମ-୧ ପରୀକ୍ଷା ସରିଥିଲା । ଯାହାର ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ । ପ୍ରଥମ ଟର୍ମ ଭଳି ଟର୍ମ-୨ ପରୀକ୍ଷା ଦଶମ ଓ ଦ୍ୱାଦଶ ଶ୍ରେଣୀର ଆସନ୍ତା ଏପ୍ରିଲ୍ ୨୬ରୁ କରାଯିବ । ଦଶମ ଶ୍ରେଣୀ ପିଲାଙ୍କ ପ୍ରଥମ ଦିନରେ ପେଣ୍ଟିଂ ବିଷୟ ରହିଛି । ଶେଷ ଦିନ ମେ ୨୪ ତାରିଖରେ ଆଇଟି ବିଷୟ ପରୀକ୍ଷା ହେବ ।
ସେହିପରି ଦ୍ୱାଦଶ ପିଲାଙ୍କ ପ୍ରଥମ ଦିନ ଏଣ୍ଟରପ୍ରିନ୍ୟୁଅରସିପ୍, ବିୟୁଟି ଏବଂ ୱେଲନେସ୍ ବିଷୟର ପରୀକ୍ଷା କରାଯିବ । ଶେଷ ଦିନ ଜୁନ୍ ୧୫ରେ ମନୋବିଜ୍ଞାନ ପରୀକ୍ଷା ହେବ । ପରୀକ୍ଷାର ଅବଧି ୨ ଘଣ୍ଟା ରହିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ଯାଏ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପିଲାଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ଦିଆଯିବ । ଛାତ୍ରଛାତ୍ରୀମାନେ ଏଥିରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବେ ।
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମୟ ଭିତରେ ଜେଇଇ ମେନ୍ ପରୀକ୍ଷା ମେ ୨୪ରୁ ୨୯ ତାରିଖ ଭିତରେ ହେବ । ତେଣୁ ପରୀକ୍ଷା ସମୟ ଏମିତି କରାଯାଇଛି ସିବିଏସ୍ଇ ବିଜ୍ଞାନ ବିଭାଗର ପିଲାମାନେ ଏଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ସେମାନେ ଜେଇଇ ମେନ୍ ପରୀକ୍ଷା ଦେଇପାରିବେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।