Loading...

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପାସ୍‌‌ ହାର ୯୩.୧୨%

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପାସ୍‌‌ ହାର ୯୩.୧୨%

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ଚଳିତ ବର୍ଷର ପାସ୍‌‌ ହାର ୯୩.୧୨%।ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାର୍କକୁ ନେଇ ପ୍ରତିଯୋଗିତାକୁ ଏଡାଇବା ପାଇଁ ସିବିଏସଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଡିଭିଜନକୁ ବାଦ ଦିଆଯାଇଛି ।

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ଚଳିତ ବର୍ଷର ପାସ୍‌‌ ହାର ୯୩.୧୨%। ଭୁବନେଶ୍ୱର ରିଜିଅନରେ ପାସ୍‌‌ ହାର ୯୩.୬୪%। କେରଳର ଥିରୁଅନନ୍ତପୁରମ ସର୍ବାଧିକ ପାସ ହାର 99.91 ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ସୂଚନାନୁସାରେ, ଫେବୃଆରୀ 15ରୁ ଏପ୍ରିଲ 5 ମଧ୍ୟରେ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହୋଇଥିଲା । ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଅଛନ୍ତି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାର୍କକୁ ନେଇ ପ୍ରତିଯୋଗିତାକୁ ଏଡାଇବା ପାଇଁ ସିବିଏସଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଡିଭିଜନକୁ ବାଦ ଦିଆଯାଇଛି । ମେରିଟ୍ ଲିଷ୍ଟ ମଧ୍ୟ ରହିବ ନାହିଁ ବୋଲି ସିବିଏସଇ ତରଫରୁ ଘୋଷଣା କରାଯାଇଛି । ବିଭିନ୍ନ ବିଷୟ ଗୁଡ଼ିକରେ ସର୍ବାଧିକ ମାର୍କ ରଖିଥିବା 0.1 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜି ଅପରାହ୍ନରେ ସିବିଏସଇ ଦଶମ ରେଜଲ୍ଟ ମଧ୍ୟ ପ୍ରକାଶ ପାଇପାରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.