News

ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

rape

ହରିୟାଣାର ମହେନ୍ଦ୍ର ଗଡ ଜିଲ୍ଲାରେ ରେବାଡିରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜଣେ ଛାତ୍ରୀଙ୍କ ସହ ଗଣ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି।ଏନେଇ ପୁଲିସ୍ ଏକ ମାମଲା ଦାଏର କରି ତଦନ୍ତ କରୁଛି।ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇ ନାହାଁନ୍ତି।

rape

ମିଳିଥିବା ସୂଚନାଅନୁଯାୟୀ,ବଳାତ୍କାର ପୂର୍ବରୁ ସେମାନେ ଛାତ୍ରୀଙ୍କୁ ନିଶାଯୁକ୍ତ ପାନୀୟ ପିଆଇଥିଲେ। ଫାର୍ମରେ ଥିବା ସ୍ଥାନୀୟ କିଛି ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ। ବଳାତ୍କାର ପରେ ସେମାନ ତାଙ୍କୁ ଅଚେତ ଅବସ୍ଥାରେ କାନିନା ବସ୍‍ ଷ୍ଟପେଜ୍‍ରେ ଛାଡ଼ି ପଳାଇଥିଲେ। ଖବର ପାଇ ବାପା-ମାଆ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ରିୱାରୀ ମହିଳା ଥାନାରେ ତିନି ଜଣ ଯୁବକ ପଙ୍କଜ, ମନୀଷ ଓ ନିଶୁଙ୍କ ବିରୋଧରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନେ ନିକଟସ୍ଥ ନୟା ଗାଁର ବୋଲି ପୁଲିସ କହିଛି।

ପଢନ୍ତୁ; ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………

Related posts

ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

Ratnamani Moharana

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ପୁଲିସ ଏସଆଇ

ENO Beuro

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

Leave a Comment