POLITICALS

ନିଜ ଗାଁକୁ ଫେରି ପିଲାଦିନର ଗୁରୁଙ୍କୁ ଭେଟି ଆଶୀର୍ବାଦ ନେଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Untitled 1

ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନ ଯାପନ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ହେଉଛି । ତାଙ୍କୁ ଦୁଇ ଦୁଇଟି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି । ଗତକାଲି ମଧ୍ୟ ରାତ୍ରରେ ସେ ନୀଳଗିରି ସ୍ଥିତ ଗୋପୀନାଥପୁର  ଶାସନକୁ ଆସିଥିଲେ । ଗ୍ରାମବାସୀ ତାଙ୍କୁ ବିପୁଳସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବା ଅବସରରେ ସେ କହିଥିଲେ,“ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ପଥର ଶିଳ୍ପର ବିପୁଳ ସୁଯୋଗ ରହିଛି। ଏହାସହ ବାଲେଶ୍ୱରରେ ବୟନ ଶିଳ୍ପର ମଧ୍ୟ ବ୍ୟାପକ ସୁଯୋଗ ରହିଛି। ଯଦି ଆମେ ଖଦି ଓ ଗ୍ରାମ ଉଦ୍ୟୋଗକୁ ଆଗକୁ ନେଇପାରିବା, ତା’ହେଲେ ଆମ ମା’ଭଉଣୀଙ୍କୁ ରୋଜଗାରର ଏଭ ଭଲ ବାଟ ମିଳିଯିବ।”

 

ଗୁରୁଙ୍କୁ ଭେଟି ଆଶୀର୍ବାଦ ନେଲେ 

Title

ମନ୍ତ୍ରୀ ହେବା ପରେ ପ୍ରତାପ ଷଡ଼ଙ୍ଗୀ ଗତକାଲି ତାଙ୍କ ପିଲା ଦିନର ଗୁରୁ  ତଥା ରାଜନୀତିରେ ପଥ ପ୍ରଦର୍ଶକ ତ୍ରିଲୋଚନ ସାହୁଙ୍କୁ ଭେଟିଥିଲେ। ସେ ତାଙ୍କ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଗୁରୁ ତ୍ରିଲୋଚନ ସାହୁ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପଢ଼ି ଶୁଣାଇଥିଲେ।

ପଢନ୍ତୁ: ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ କରି ଜେଲରେ ଟିଭି ଚ୍ୟାନେଲ ମୁଖ୍ୟ ଓ ସମ୍ପାଦକ

Related posts

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ENO Beuro

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

Ratnamani Moharana

ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ENO Beuro

Leave a Comment