News

ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

award

‘ଶ୍ରୀମାୟୀ ମା’ ଅନୁବାଦ ପାଇଁ ମିଳିବ ସମ୍ମାନ

‘ଶ୍ରୀମାୟୀ ମା’, ଏ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବ।। ଏହାର ମୂଳ ଲେଖା ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ନବ କୁମାର ବସୁ ଲେଖିଛନ୍ତି। ଯାହାକୁ ଓଡିଆରେ ଅନୁବାଦ କରିଛନ୍ତି ଶ୍ରଦ୍ଧାଞ୍ଜଳି କାନୁନଗୋ। ଏହା ଏକ ଯୁଗ୍ମ ଉପନ୍ୟାସ। ମା’ସାରଦା ଦେବୀଙ୍କ ଜୀବନୀ ବୃତ୍ତାନ୍ତ ଓ ଜୀବନ ସଂଗ୍ରାମ ଉପରେ ଆଧାରିତ ଏହି ପୁସ୍ତକ ଓଡିଆ ପାଠକଙ୍କ ପାଖକୁ ପହ୍ନଚିବାକୁ ପ୍ରୟାସ କରାଯାଇଛି।

ପୁରୀ ରାମକୃଷ୍ଣ ମଠ ଠାରେ ଶ୍ରୀରାମକୃଷ୍ଣ ପରମହଂସ ଓ ସାରଦା ଦେବୀଙ୍କୁ ପୁସ୍ତକଟିକୁ ସମର୍ପିତ କରାଯାଇ ଲୋକାର୍ପଣ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ହରିହର ମିଶ୍ର, ଲେଖକ ଅସିତ ମହାନ୍ତି ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ,୨୦୧୮ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅନୁବାଦ ସାହିତ୍ୟରେ ପୁରସ୍କାର ଘୋଷଣା ହୋଇଛି। ୨୪ଟି ବହିକୁ ଏହି ପୁରସ୍କାର ମିଳିଛି।

ପଢନ୍ତୁ; ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ, ଦେଶର ଶିକ୍ଷାର୍ଥୀଙ୍କୁ ଦେଲେ ପରୀକ୍ଷା ମନ୍ତ୍ର

Related posts

କାଶ୍ମୀର ଅଂଚଳର ଏକ ୯ ବର୍ଷର ବାଳକ ଆବିଷ୍କାର କଲେ କାଉଣ୍ଟିଂ ପେନ୍‌!

ENO Beuro

କ୍ୟାବିନେଟ ଦେଲା ‘ଖୁସି’,୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣା ନାପକିନ୍

ENO Beuro

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ENO Beuro

Leave a Comment