25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

ଟାଟା ହାତରେ ସେସୁ

ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା(ସେସୁ)ର ଆଜି ଘରୋଇକରଣ ହୋଇଯାଇଛି । ଆସନ୍ତା ୨୫ ବର୍ଷ ଯାଏ ଟାଟା ପାଓ୍ୱାର ଏହି ୫ଟି ସର୍କଲରେ ସେବା ଯୋଗାଇଦେବ । ଏହି ରାଜିନାମା ଅନୁସାରେ ଏବେ ଟାଟା ପାଓ୍ୱାର ପାଖରେ ୫୧ ପ୍ରତିଶତ ଅଂଶଧନ ରହିଥିବାବେଳେ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ । ପୂର୍ବରୁ ସେସୁ ଯେଉଁ ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ଏଣିକି ଟାଟା ସେହି ଅଞ୍ଚଳରେ ସେବା ଯୋଗାଇବ ବୋଲି ଜଣାପଡିଛି । ଏନେଇ ଟାଟା ପାଓ୍ୱାର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ରାଜ୍ୟର ୫ଟି ସର୍କଲରେ ଟାଟା ପାଓ୍ୱାର ବିଦୁତ ସେବା ଯୋଗାଇବ। ସେଗୁଡ଼ିକ ହେଲା ଭୁବନେଶ୍ୱର ୧ ଓ୨, କଟକ, ପାରାଦୀପ ଓ ଢେଙ୍କାନାଳ।  ଘରୋଇକରଣ ପରେ ମଧ୍ୟ ଟାଟା ପାୱାର ସେହି ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇବ।

ପଢନ୍ତୁ: ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ

Related posts

ଫେବ୍ରୁଆରି ୨୨ରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Ratnamani Maharana

ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

Ratnamani Maharana

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More