ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଆଜି ବିଶ୍ବ ମଧ୍ୟ ଭାରତର ମୁନ୍ ମିଶନର ସଫଳତା କାମନା କରୁଛି । ଏଥିଲାଗି ନାସା ଓ ଇସା ପକ୍ଷରୁ ଇସ୍ରୋ ସହାୟତା ଯୋଗାଯାଉଛି ।ଚନ୍ଦ୍ରପୃଷ୍ଠରେ ଅବତରଣ ପ୍ରକ୍ରିୟା ଜଟିଳ ଥିବାରୁ ଇସ୍ରୋକୁ ଏହି ୨ଟି ସଂସ୍ଥା ସହଯୋଗ କରୁଛି ।
ସେହି ଐତିହାସିକ ମୁହୂର୍ତ୍ତ ଆଉ ମାତ୍ର କେଇ ଘଣ୍ଟା । ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଯେତିକି ନିକଟତର ହେଉଛି ଦେଶବାସୀଙ୍କ ମନରେ ସେତିକି ଉତ୍କଣ୍ଠା ବଢୁଛି । ଆସନ୍ତାକାଲି (ଅଗଷ୍ଟ ୨୩) ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯଦି ବି ଆସନ୍ତାକାଲି ଏହା ନ ଘଟେ ତେବେ ୨୭ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ହେଲେ ସବୁଠୁ ଖୁସିର କଥା ବିଶ୍ବ ମଧ୍ୟ ଭାରତର ମୁନ୍ ମିଶନର ସଫଳତା କାମନା କରୁଛି । ଏଥିଲାଗି ନାସା ଓ ଇସା ପକ୍ଷରୁ ଇସ୍ରୋ ସହାୟତା ଯୋଗାଯାଉଛି ।ଚନ୍ଦ୍ରପୃଷ୍ଠରେ ଅବତରଣ ପ୍ରକ୍ରିୟା ଜଟିଳ ଥିବାରୁ ଇସ୍ରୋକୁ ଏହି ୨ଟି ସଂସ୍ଥା ସହଯୋଗ କରୁଛି ।
ସୂଚନାନୁସାରେ, ଇସ୍ରୋକୁ ଏଯାବତ ଏହି ୨ଟି ସଂସ୍ଥା ଚନ୍ଦ୍ରଯାନ-୩କୁ ଯୋଗାଇ ଆସୁଛନ୍ତି ଗ୍ରାଉଣ୍ଡ ସପୋର୍ଟ । ସ୍ପେଶକ୍ରାଫ୍ଟର ସ୍ଥିତି ସମ୍ପର୍କରେ ଜାଣିବାଠାରୁ ଆରମ୍ଭ କରି ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ ପର୍ଯ୍ୟନ୍ତ, ଏହି ୨ଟି ସଂସ୍ଥା ଇସ୍ରୋକୁ ଟେକ୍ନିକାଲ ସହାୟତା ଯୋଗାଉଥିବା ଜଣାପଡ଼ିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ବା ନାସା ଓ ୟୁରୋପିଆନ ସ୍ପେଶ ଏଜେନ୍ସି (ESA) ଅଗଷ୍ଟ ୧୪ ତାରିଖଠାରୁ ଚନ୍ଦ୍ରଯାନ-୩ ସହିତ ଯୋଗାଯୋଗରେ ଅଛନ୍ତି । ବିକ୍ରମ ଲ୍ୟାଣ୍ଡରକୁ ଟ୍ରାକିଂ କରିବା ସହ ଏହା ପଠାଉଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରିବାରେ ମଧ୍ୟ ଇସ୍ରୋକୁ ସାହାଯ୍ୟ କରୁଛି । ଜର୍ମାନୀ ଡାର୍ମଷ୍ଟାଡ ସ୍ଥିତ ESOC ମିଶନ କଣ୍ଟ୍ରୋଲ ସେଣ୍ଟରରୁ ଇସ୍ରୋ ସହିତ ସମନ୍ବୟ ରଖାଯାଉଛି । ESAର ଫ୍ରେଞ୍ଚ ଗିଆନୋ କରୋ ସ୍ଥିତ ୧୫ ମିଟର ଆଣ୍ଟେନା ଓ ୟୁକେ ଗନହିଲ୍ଲି ଆର୍ଥ ଷ୍ଟେସନରେ ଥିବା ୩୨ ମିଟର ଆଣ୍ଟେନ୍ନା ମଧ୍ୟ ଯୋଗାଯୋଗରେ ସହାୟତା ଯୋଗାଉଛି । ଏପଟେ ଅଷ୍ଟ୍ରେଲିଆ ସ୍ଥିତ ନ୍ୟୁ ନର୍ସିଆରେ ନିକଟରେ ESAର ଏକ 35 ମିଟରର ଡିପ୍ ସ୍ପେସ୍ ଆଣ୍ଟିନା କାର୍ଯ୍ୟକ୍ଷମ ହୋଇଛି । ଏହା ଇସ୍ରୋର ଲ୍ୟାଣ୍ଡର ମଡ୍ୟୁଲକୁ ଟ୍ରାକିଂ କରିବାରେ ଟେକ୍ନିକାଲ ସର୍ପୋଟ କରୁଛି । ଗତକାଲି ଏହି ସେଣ୍ଟର ପ୍ରଥମ ସିଗନାଲ ପାଇଥିଲା । ସେପଟେ ନାସାର ସ୍ପେଶ ନେଟୱର୍କ ବିକ୍ରମ ଲ୍ୟାଣ୍ଡରକୁ ଟ୍ରାକ କରିବାରେ ମଧ୍ୟ ସହଯୋଗ କରୁଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପ୍ରକ୍ରିୟା ଜଟିଳ ଥିବାରୁ ଇସ୍ରୋକୁ ଏହି ୨ଟି ସଂସ୍ଥା ସହଯୋଗ କରୁଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।