ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି ।
ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି । ସକାଳ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ପରେଡ୍ । ପରେଡ୍ ପାଇଁ ରାଜପଥରେ ଜୋରସୋର ଚାଲିଛି ରିହରସଲ । ପରେଡ୍ ବେଳେ ରାଜପଥର ଉଭୟ ପାର୍ଶ୍ୱରେ ୧୦ଟି ବଡ଼ ଏଲଇଡି ସ୍କ୍ରିନ୍ ଲାଗିବ । ପରେଡ୍ ପୂର୍ବରୁ ଏହି ଏଲଇଡି ସ୍କ୍ରିନ୍ରେ ସେନା ସଂପର୍କିତ କିଛି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ଏଲଇଡି ସ୍କ୍ରିନ୍ରେ ପରେଡ ଲାଇଭ୍ ହେବ ।କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଅତିଥି ତାଲିକାକୁ କାଣ୍ଟଛାଣ୍ଟ କରାଯାଇଛି । ମୋଟ ୨୪ ହଜାର ଲୋକଙ୍କୁ ଅନୁମତି ରହିବ । ଏଥିରେ ନିମନ୍ତ୍ରିତ ଅତିଥି ରହିବେ ୧୯ ହଜାର । ଅନ୍ୟ ୬ ହଜାର ସାଧାରଣ ଲୋକଙ୍କ ପାଇଁ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୌଣସି ବିଦେଶୀ ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଉ ନାହାନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।