Featured

ସୁସ୍ଥ ରହିବାକୁ ଚାହାନ୍ତି ? ବଦଳାନ୍ତୁ ନିଜ ଜୀବନଶୈଳୀ ଓ ଆପଣାନ୍ତୁ କେତେକ ଉପାୟ

ଆଜିକାଲି ର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ସୁସ୍ଥ ରହିବାକୁ ଚାହାନ୍ତି । କିନ୍ତୁ ସମୟ ଅଭାବରୁ ନିଜ ଶରୀର କି ଅଭ୍ୟାସ ପ୍ରତି ସମୟ ଦେଇହୁଏନି । ସେଥିପାଇଁ ମାନସିକ ଦୁଶ୍ଚିନ୍ତା ସହ ବିଭିର୍ଣ ପ୍ରକାର ରୋଗ ମାଡିବଶେ । ଆଉ ନିଜ ପ୍ରିୟ ଜିନିଷ କୁ ମଧ୍ୟ ସମୟ ଦେବାକୁ ଇଚ୍ଛା ହୁଏନି ।

କିନ୍ତୁ ଯଦି ଏକ ସୁସ୍ଥ ଜୀବନ ବଞ୍ଚିବାକୁ ଚାହାନ୍ତି ତେବେ ତଳ ଲିଖିତ କେତେକ କଥା ଉପରେ ଧ୍ୟାନ ଦିଅନ୍ତୁ । ନିଜ ଜୀବନଶୈଳୀ କୁ ବଦଳାନ୍ତୁ ଓ ଆପଣାନ୍ତୁ କେତେକ ଉପାୟ ।

• ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥାନ୍ତି । ମାତ୍ର ଏହି ସମସ୍ୟା ମଣିଷକୁ ଭିତରେ ଭିତରେ ମାରି ଦେଇଥାଏ । ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏଭଳି ସମସ୍ୟାରୁ ନିଜକୁ ସବୁବେଳେ ଦୂରେଇ ରୁହନ୍ତୁ ।

•  ସବୁବେଳେ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ । ଉପଯୁକ୍ତ ପରିମାଣର ପୌଷ୍ଟକ ଆହାର ସେବନ କରିବା ଉଚିତ । ଖାଦ୍ଯରେ ପ୍ରଚୁର ପରିମାଣର ସବୁଜ ପାରିବା ଖାନ୍ତୁ । ସକାଳର ଜଳଖିଆ କେବେ ବି ଛାଡନ୍ତୁ ନାହି।

•  ଦୀର୍ଘ ଦିନ ଧରି ଏକ ସୁସ୍ଥ ଓ ବଳିଷ୍ଠ ଜୀବନ ବଂଚିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରତିଦିନ ଅଧଘଂଟା ଲେଖାଏଁ ବ୍ୟାୟାମ କିମ୍ବା ଯୋଗ କରିବାର ଅଭ୍ୟାସ ରଖିବା ଉଚିତ ।

•  ଆପଣଙ୍କ ପ୍ରିୟା ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି ସେଥିପାଇଁ ସମୟ ଦିଅନ୍ତୁ । ଦେଖିବେ ଆପଣାକୁ ଭଲ ଲାଗିବା ।

•  ସପ୍ତାହ କୁ ଥରେ ଅନ୍ତତ ନିଜ ଚେହେରା ର ଯତ୍ନ ନିଅନ୍ତୁ । କିଛି ଘରୋଇ ଉପଚାର କରନ୍ତୁ । ତ୍ଵଚା ର ଯତ୍ନ ନିଅନ୍ତୁ ।

•  ସେଇମାନକ ସହ ମିଶାନ୍ତୁ ଯୌଠୀ ଆପଣାକୁ ଖୁସି ମିଳିବ । ନକରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ସୁସ୍ଥ ରହିବାକୁ ଚାହାନ୍ତି ? ବଦଳାନ୍ତୁ ନିଜ ଜୀବନଶୈଳୀ ଓ ଆପଣାନ୍ତୁ କେତେକ ଉପାୟ  ସୁସ୍ଥ ରହିବାକୁ ଚାହାନ୍ତି ? ବଦଳାନ୍ତୁ ନିଜ ଜୀବନଶୈଳୀ ଓ ଆପଣାନ୍ତୁ କେତେକ ଉପାୟ

କଲରା ର ଉପକାରୀ ଗୁଣ

Related posts

“Ghar Jana Hai” Hindi Music Video Will Explain The Migration Issues In Odisha

ENO Beuro

ଦେଖନ୍ତୁ ଅଧର ପଣା ର ସିଧା ପ୍ରସାରଣ ପୁରୀରୁ, AdharaPana Live of Lord Jagannath

Jitendra

ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More