ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।
Loading...
ଶନିଦେବଙ୍କୁ ପୂଜା କଲା ବେଳେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ: ଶନିଙ୍କ ମୂର୍ତ୍ତି ସମ୍ମୁଖରେ ପୂଜା କରନ୍ତୁ ନାହିଁ, ଯଦି ଆପଣ ଶନିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି ତେବେ ଯେଉଁଠି ଶିଳା ରୂପେ ଶନି ଅଛନ୍ତି ତାଙ୍କୁ ପୂଜନ୍ତୁ ।
ନ୍ୟାୟର ଦେବତା ହେଉଛନ୍ତି ଶନିଦେବ । ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ତାର ସଫଳ ପଛରେ ଶନିଦେବ ରହିଥାନ୍ତି । ବ୍ୟକ୍ତିଙ୍କ ଜୀବିକା, ରୋଗ ଏବଂ ସଂଘର୍ଷ ଶନିଙ୍କ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ । ସେହିପରି ଆପଣ ଶନିଙ୍କୁ ପ୍ରସନ୍ନ କରି ଜୀବନର କଷ୍ଟକୁ ଦୂର କରିପାରିବେ । ଏହାସହିତ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଯଦି ଆପଣ ଶନିଦେବଙ୍କୁ ଧ୍ୟାନର ସହ ପୂଜା ଅର୍ଚ୍ଚନା କରିବେ ତେବେ ବହୁତ ଶୀଘ୍ର ଫଳ ପ୍ରାପ୍ତି ହେବେ ।
ଶନିଦେବଙ୍କୁ ପୂଜା କଲା ବେଳେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ: ଶନିଙ୍କ ମୂର୍ତ୍ତି ସମ୍ମୁଖରେ ପୂଜା କରନ୍ତୁ ନାହିଁ, ଯଦି ଆପଣ ଶନିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି ତେବେ ଯେଉଁଠି ଶିଳା ରୂପେ ଶନି ଅଛନ୍ତି ତାଙ୍କୁ ପୂଜନ୍ତୁ । ବରଗଛ ମୂଳେ ଆରଧାନା କରନ୍ତୁ । ଶନିଙ୍କ ପାଖରେ ତେଲ ଦୀପ ଜାଳିବା ଶର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶନିଦେବଙ୍କୁ ପୂଜା କରିବାକୁ ଚାହୁଁଥିବା ବ୍ୟକ୍ତି ସେମାନଙ୍କର ଆଚରଣ ଏବଂ ବ୍ୟବହାର ଭଲ ରଖିବା ଉଚିତ୍ ।
କିଭଳି କରିବେ ଶନିଦେବଙ୍କ ପୂଜା: ଶନିବାର ଦିନ ପ୍ରଥମେ ଭଗବାନ ଶିବ ବା କୃଷ୍ଣଙ୍କ ଉପାସନା କରନ୍ତୁ । ଏହାପରେ ସନ୍ଧ୍ୟାରେ ଶନିଦେବଙ୍କ ମନ୍ତ୍ର ଜପି ବରଗଛ ମୂଳେ ପାଣି ଢାଳନ୍ତୁ । ଏହାପରେ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ । ଏହାସହିତ କୌଣସି ଗରିବ ବ୍ୟକ୍ତି ଭୋଜନ କରାନ୍ତୁ । ଏହିଦିନ ଆମିଷ ଆହର ଗ୍ରହଣ କରନ୍ତୁ ନାହିଁ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନି ମନ୍ତ୍ର ‘ଓଁ ଶଂ ଶନିଶ୍ଚରାୟ ନମଃ’ ଜପନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।
ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।