Loading...

ମାଗିଲେ ମିଳିବ ଶସ୍ତା ବିଜୁଳି

ମାଗିଲେ ମିଳିବ ଶସ୍ତା ବିଜୁଳି

ବିନା ଆବେଦନରେ ସବସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା । ଏଭଳି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର ।

ବିନା ଆବେଦନରେ ସବସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା । ଏଭଳି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ । ତେବେ ଏଥି ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି । ଏଥିରେ ଦେଖିବାକୁ ମିଳିଛି କିଛି ଲୋକ ମାଗଣା ବିଜୁଳି ନେବାକୁ ମନା କରିଛନ୍ତି । ତେଣୁ ସରକାର ନିଷ୍ପତି ନେିଛନ୍ତି ଯେଉଁ ଉପଭୋକ୍ତାମାନେ ମାଗଣାରେ ବିଜୁଳି ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡିବ । ବର୍ତ୍ତମାନ ୪୭,୧୧,୧୭୬ ପରିବାର ବିଦ୍ୟୁତ ସବସିଡିର ଲାଭ ପାଇଛନ୍ତି । ସବସିଡି ଛାଡିବା କିମ୍ବା ମାଗଣା ବିଦ୍ୟୁତ ପାଇବା ପାଇଁ ଅକ୍ଟୋବର ୧ରୁ ବିକଳ୍ପ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଅଛି । ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧାବିଲ । ଆମେ ବିଜୁଳି ବିଲ ଦେଇପାରିବୁ , କାହିଁକି ସବସିଡି ଦିଆଯାଉଛି ବୋଲି କିଛି ଲୋକ ଦାବି କରିଥିଲେ । ସେମାନେ ଏହାର ବିକଳ୍ପ ମାଗିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଜୁଳି ନିୟମକୁ ବରିବର୍ତ୍ତନ କରାଯିବାକୁ ନିଷ୍ପତି ନିଆଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.