SPORTS

ଚେନ୍ନାଇ ସୁପର କିଙ୍ଗସର ଦ୍ଵିତୀୟ ବିଜୟ: ଦିଲ୍ଲୀକୁ ୬ ଉଇକେଟରେ ହରାଇଲା

ଆଇପିଏଲ ମହାସମର, ଦିଲ୍ଲୀକୁ ହରାଇ ଚେନ୍ନାଇର ଲଗାତାର ଦ୍ୱିତୀୟ ବିଜୟ।

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଅଭିଯାନ ଜାରି ରଖିଛି ସିଏସକେ ଟିମ। ପ୍ରଥମ ମୁକାବିଲା‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ  କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ମଙ୍ଗଳବାର ସ୍ଥାନୀୟ ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ  ଦ୍ବିତୀୟ ଲଢ଼େଇରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ  କରିଛି। ଦଳ ପକ୍ଷରୁ ଶିଖର ଧୱନ ସର୍ବାଧିକ ୫୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋରକୁ ସକ୍ଷମ ହୋଇନାହାନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ଚେନ୍ନାଇକୁ ନିର୍ଦ୍ଧାରିତ ଓଭରରେ ୧୪୮ ରନ କରି ନିଜର ବିଜୟ ଧାରାକୁ ଅବ୍ୟହିତ ରଖିଥିଲା।

ପଢନ୍ତୁ: ବରିଷ୍ଠଙ୍କୁ ଅଲୋଡା କରି କନିଷ୍ଠଙ୍କୁ ସୁଯୋଗ ଦେଉଛି ବିଜେପି

Related posts

ଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆ ୪ ୱିକେଟରେ ବିଜୟୀ

ENO Beuro

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ENO Beuro

ଆଇପିଏଲ୍‌ରୁ ଓହରିଲେ ଷ୍ଟେନ

Ratnamani Moharana

Leave a Comment