POLITICALS

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

Bhupesh_Baghel

ପାଞ୍ଚଦିନ ହେଲା ବହୁ କସରତ କରିବା ପରେ କଂଗ୍ରେସ ଗତକାଲି ଛତିଶଗଡ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭୁପେଶ ବାଘେଲଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଭୁପେଶ ବାଘେଲ ଆଜି ସନ୍ଧ୍ୟାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ହେବେ।

Bhupesh_Baghel

ବିଜ୍ଞାନ ମହାବିଦ୍ୟାଳୟ ପଡିଆ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ , କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧି ଓ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ତଥା ଅନେକ ବରିଷ୍ଠ ପାର୍ଟି ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ,ବିଗତ ୫ ଦିନ ହେଲା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ବଘେଲଙ୍କ ବ୍ୟତୀତ ଟିଏସ ଦେଓ, ତମରାଧୱାଜ ସାହୁ ଓ ଚରଣ ଦାସ ମହନ୍ତ ମୁଖ୍ୟମନ୍ତ୍ରୀ ରେସରେ ଥିଲେ ।

ପଢନ୍ତୁ; ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’

 

Related posts

ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିବାର କାରଣ କହିଲେ ତରୁଣ: ରାଜନୈତିକ ନୁହେଁ ବ୍ୟକ୍ତିଗତ କାରଣ ଥିଲା

Ratnamani Moharana

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Ratnamani Moharana

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Ratnamani Moharana

Leave a Comment