29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

କରୋନା ଭୟରେ ଚିକେନ ଶସ୍ତା

କରୋନା ଭୟରେ ଚିକେନ ଶସ୍ତା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କୋଣାର୍କ ଓ ଏହାର ଆଖପାଖ ଅଂଚଳରେ । ଏହି ଅଂଚଳରେ ଚିକେନ ଦର କିଲୋପ୍ରତି ୧୦ ଟଙ୍କାକୁ ଖସିଯାଇଛି । ଫଳରେ ବ୍ୟବସାୟୀ ଓ କୁକୁଡାଚାଷୀ ଚିନ୍ତାରେ ପଡିଛନ୍ତି । ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । କିଛି ଦିନ ତଳେ ସୋରରେ ମଧ୍ୟ ଚିକେନ ଦର ଶସ୍ତା ହୋଇଥିବା ଖବର ଆସିଥିଲା । ଚିକେନ କିଲୋ ପ୍ରତି ୧୦ ଟଙ୍କା । ହଁ ଆଜ୍ଞା କଥାଟା ବିଶ୍ୱାସ ନହେଲେବି ସତ । କରେନା ଭାଇରସ ଉଜାଡ଼ି ଦେଇଛି କୁକୁଡ଼ା ଚାଷୀଙ୍କ ମେରୁଦଣ୍ଡ । କୁକୁଡା କେଜିକୁ ୧୦ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

କରେନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟପୁଥିବା ନେଇ ଗୁଜବ ପ୍ରଚାରିତ ହେବାପରେ କୁକୁଡ଼ା ମାଂସ ବଜାରରେ ଲାଗିଛି ନିଆଁ । ବଜାରରେ ମାଂସ ବିକ୍ରି ଆଶାତୀତ ଭାବେ କମିବା ଯୋଗୁଁ କମ୍ପାନୀ ଚାଷୀ ମାନଙ୍କୁ ଦାନା ଯୋଗାଣ ବନ୍ଦ କରିଦେଇଛି ଫଳରେ ଚାଷୀ ମନେ ବାଧ୍ୟହୋଇ କମଦରରେ କୁକୁଡ଼ା ବିକ୍ରିକରୁଛନ୍ତି ।

ପଢନ୍ତୁ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭାରଦ୍ୱାଜ୍

Related posts

ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

Ratnamani Maharana

କଥା କହିଲେ ଉଡିବ ଯୁଦ୍ଧ ବିମାନ

Ratnamani Maharana

ବଢିଛି ଚିଲିକାରେ ପକ୍ଷୀ ସଂଖ୍ୟା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More