POLITICALS

ଏଥର ଜେଲରେ ଜନ୍ମଦିନ ପାଳନ କରିବେ ଚିଦାମ୍ବରମ

Untitled 1

ଶେଷରେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ତେବେ ଚିଦାମ୍ୱରମଙ୍କ ଜନ୍ମଦିନ ସେପ୍ଟେମ୍ବର ୧୬ରେ ପଡ଼ୁଛି। ତେଣୁ ୭୩ ବର୍ଷୀୟ ଚିଦାମ୍ୱରମ ଜେଲ ଭିତରେ ହିଁ ନିଜର ଜନ୍ମ ଦିନ  ପାଳନ କରିବାକୁ ବାଧ୍ୟ ହେବେ। ଚିଦାମ୍ୱରମ ୧୯୪୫ ମସିହା ସେପ୍ଟେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିଲା।

ପ୍ରତିବର୍ଷ ଚିଦାମ୍ୱରମ ତାଙ୍କ ଜନ୍ମଦିନ ପରିବାର ଏବଂ କଂଗ୍ରେସ କର୍ମୀଙ୍କ ସହ ପାଳନ କରୁଥିଲେ। ହେଲେ ଏବର୍ଷ ହୁଏତ ସେଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇନପାରେ। କାରଣ ଦେଶର ଅର୍ଥମନ୍ତ୍ରୀ  ଥିବା ବେଳେ ଚିଦାମ୍ୱରମ ନିଜ ପଦର ଅପବ୍ୟବହାର କରି ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ଲଗାଣ ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ତାଙ୍କୁ ସିବିଆଇ ଗିରଫ କରିଛି।

ପଢନ୍ତୁ: ‘ଚନ୍ଦ୍ରଯାନ-୨’ ଐତିହାସିକ ମୁହୂର୍ତ୍ତ ଆଉ ଅଳ୍ପ ଦୂର, ମଧ୍ୟରାତ୍ରିରେ ଚନ୍ଦ୍ରରେ ପାଦ ରଖିବ ଭାରତ

Related posts

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Ratnamani Moharana

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ENO Beuro

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Ratnamani Moharana