• Home
  • News
  • ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ
News

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ

ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟ ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସାଧାରଣ ଜନତାଙ୍କ ଭାବାବେଗ ପ୍ରତି ଯଥେଷ୍ଟ ସମ୍ବେଦନଶୀଳ ହେବା ଉଚିତ ।  ସଭାପତି ସରୋଜ କୁମାର ସାମଲ ମତରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ୪ ସଚିବ ଏବଂ ୧୫ ଜିଲ୍ଲାପାଳ ପଦବି ଓଏଏସ୍‌ ଅଧିକାରୀମାନଙ୍କ ନିମନ୍ତେ ସଂରକ୍ଷିତ ରହିବ ପାଇଁ ଦାବି କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ନବନିର୍ବାଚିତ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ମନୋଜ ସ୍ୱାଇଁ, ଶାନ୍ତନୁ ମହାନ୍ତି, କୈଳାସ ଚନ୍ଦ୍ର ଦାସ, ଆଶିଷ କୁମାର ଜେନା, ଅନୀତା ପଣ୍ଡା, ବିନୋଦ ପଣ୍ଡା ଓ ଅମ୍ବିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ nabin pattnaik 2

ପଢନ୍ତୁ ;

ମାସିକ ଭରଣପୋଷଣ ପାଇଁ ୧୫ ଲକ୍ଷ ଦାବି କଲେ ମହମ୍ମଦ ସାମିଙ୍କ ପତ୍ନୀ

Related posts

ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ !

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

Krishna Kumar Manoj

ଝାରସୁଗୁଡ଼ାରେ ବୋଇଂ-୭୩୭ ବିମାନର ଅବତରଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More