News

ମୋଦିଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ

Untitled 1

ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪ ଲକ୍ଷ ମାମଲା ବିଭିନ୍ନ କୋର୍ଟରେ ପଡ଼ି ରହିଛି। ଏଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଲେଖିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଦେଶର ହାଇକୋର୍ଟ ଗୁଡିକରେ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ ମଧ୍ୟ ସୁପାରିଶ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ ।

 

ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖି ସମ୍ବିଧାନ ସଂଶୋଧନ  କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ବିଚାରପତି ।ସୁପ୍ରିମକୋର୍ଟରେ ଏବେ ବିଚାରପତୀଙ୍କ ସଂଖ୍ୟା ୩୧ରେ ସୀମିତ ରହିଛି । ସେହିପରି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ ବର୍ଷ ଥିବାବେଳେ ଏହାକୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି ଜଷ୍ଟିସ ଗୋଗୋଇ । ସେହିପରି ତୃତୀୟ ଚିଠିରେ ଜଷ୍ଟିସ ଗୋଗୋଇ ଏକ ପୁରୁଣା ପରମ୍ପରାର ପୁନରାବୃତି ପାଇଁ ସୁପାରିଶ କରିଛନ୍ତି ।

ପଢନ୍ତୁ: ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ

 

Related posts

୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

କାବେରୀ ନଦୀ ବିବାଦ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ,ତାମିଲନାଡୁ ପାଇଁ ହ୍ରାସ କରାଗଲା ଜଳ ପରିମାଣ

ENO Beuro

Leave a Comment