News

ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Untitled 1

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା।  ସାଧାରଣ ବ୍ୟକ୍ତି ଠାରୁ ଆରମ୍ଭ କରି ଅସାଧାରଣ ବ୍ୟକ୍ତି ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାକୁଳ। ଏଥିରୁ ବାଦ ପଡିନାହାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥଯାତ୍ରା ଅବସରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି  ପୁରୀରେ ପହଞ୍ଚିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ଶାସକ ଏବଂ ବିରୋଧୀ ଦଳର ବହୁ ବିଧାୟକ ମଧ୍ୟ ପୁରୀରେ ପହଞ୍ଚିଛନ୍ତି।

ପଢନ୍ତୁ: ପହଣ୍ଡି ପରେ ରଥରେ ତିନି ଠାକୁର

 

 

Related posts

ଅଭିନନ୍ଦନଙ୍କୁ ପରମବୀର ଚକ୍ର ଦେବାଲାଗି ଦାବି କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Moharana

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ENO Beuro

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

ENO Beuro

Leave a Comment