News

ଚୀନର ପାକିସ୍ଥାନ ପ୍ରେମ: ପାକିସ୍ଥାନକୁ ଯୋଗେଇ ଦେବ ଅତ୍ୟାଧୁନିକ ଡ୍ରୋନ

ପୁଲୱାମା ଆକ୍ରମଣ ପରେ ସବୁ ଦେଶ ପାକିସ୍ଥାନକୁ ବିରୋଧ କରୁଥିବାବେଳେ ଚୀନର  ପାକିସ୍ଥାନକୁ  ସହାୟତା କରିବା ଭାରତ ପ୍ରତି ଚୀନର ଅସନ୍ତୋଷତା  ବୁଝାଉଛି। ପାକିସ୍ଥାନକୁ ଖୁସି କରିବାକୁ ଚୀନ ଜାତିସଂଘ  ସୁରକ୍ଷା ପରିଷଦରେ ମାସୁଦ ଅଝାହର  ଉପରେ ବ୍ୟାନ ଲାଗିବାରୁ ବଞ୍ଚାଇଲା। ଏବେ ସିଏ ଭାରତ ବିରୋଧରେ ପ୍ରୟୋଗ ପାଇଁ ପାକିସ୍ଥାନକୁ ଅତ୍ୟାଧୁନିକ ଡ୍ରୋନ  ଦେବାକୁ ଯାଉଛି। ପାକିସ୍ଥାନ ଚୀନରୁ ଚାଙ୍ଗ ହାଙ୍ଗ – ୪  ଏବୋଂ ଚାଙ୍ଗ ହାଙ୍ଗ- ୫  ଶ୍ରେଣୀର ଅନେକ  ଗୁଡିଏ ଲଢୁଆ ଡ୍ରୋନ କିଣିବାକୁ ସ୍ଥିର କରିଛି। ଉଭୟ ଡ୍ରୋନ ଅଧିକ ଦୂର ଯାଏଁ ଯାଇପାରିବ ଓ ବହୁ ସମୟ ଯାଏଁ ଆକାଶରେ ଉଡଣ ଭରିପାରିବ।

ପାକିସ୍ଥାନୀସେନା ଏଭଳି ଡ୍ରୋନ ଗୁଡିକୁ ବହୁ ପରିମାଣରେ ପାକ ଅଧିକୃତ କାଶ୍ମୀରରେ  ମୃତୟନ କରିବାକୁ ଯୋଜନା କରିଛି। ଏହା ମାଧ୍ୟମରେ ସିଏ ନିୟନ୍ତ୍ରଣ ରେଖା ଏବୋଂ ଅନ୍ତର୍ଜାତିକ ସୀମା  ନିକଟରେ ଭାରତୀୟ ସେନାର ଗତିବିଧି ଉପରେ ଲକ୍ଷ ରଖିବ।
ପଢନ୍ତୁ; ଆଜି ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ,ଆମ ପାଇଁ ଅମୃତ

Related posts

ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ

ENO Beuro

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

ENO Beuro

Leave a Comment