EnewsOdia.Com

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

କରୋନା ଭାଇରସ ଧୀରେ ଧୀରେ ଚୀନକୁ ଗ୍ରାସିବାକୁ ବସିଲାଣି । ମୃତ୍ୟୁସଂଖ୍ୟା ୨ହଜାର ଅତିକ୍ରମ କରିଥିବା ବେଳେ ୭୪ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ।  ତେବେ ଆହୁରି ଚିନ୍ତାଜନକ କଥା ହେଉଛି ଯେ ଚୀନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହା ଫଳରେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି ।  ତେବେ ଏଭଳି ଏକ ସଙ୍ଗିନ ମୁହୂର୍ତ୍ତରେ  ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଲାଗିଲା ଚୀନର ଏକ ଜାହାଜ ।

ସୂଚନାଯୋଗ୍ୟ, ଆଜି  ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଲାଗିଲା ଚୀନର ଏକ ଜାହାଜ । ଯାହାକୁ ଦେଖି ଡରିଯାଇଛନ୍ତି ଧାମରା ବନ୍ଦରର କର୍ମଚାରୀ। ଏହି ଜାହଜରେ ଚୀନର ଲୋକେ ଥିବାର ଆଶଙ୍କା କରିଛନ୍ତି ବନ୍ଦର କର୍ମଚାରୀ। ସେମାନେ ଭୟରେ କାମ କରୁଛନ୍ତି । ଏହାକୁ ବିରୋଧ କରିବାରୁ ଜାହାଜର ପତାକା କାଢ଼ି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍ ଏବଂ କୋଇଲା ଭର୍ତ୍ତି ହୋଇ ଆସିଥିବାର ସୂଚନା ମିଳିଛି ।

ପଢନ୍ତୁ: ବ୍ରିଜ୍ ତଳେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

ସମ୍ବନ୍ଧିତ ଖବର

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

Ratnamani Maharana

ସାରା ରାଜ୍ୟରେ କୋହଲା ପାଗ

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

ଏଣିକି ବସ୍ ରେ ମହିଳାଙ୍କ ସିଟ୍ ରେ ବସିବା ପଡିବ ମହଙ୍ଗା

Ratnamani Maharana

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana