• Home
  • News
  • ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍
News

ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍

ନେପାଳକୁ ନିଜର ବେପାର ବାଣିଜ୍ୟ ପାଇଁ ଚାରୋଟି ବନ୍ଦର ଏବଂ ଲ୍ୟାଣ୍ଡପୋର୍ଟ୍ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିଛି ଚୀନ। ନେପାଳ ବୈଦେଶିକ ମନ୍ତ୍ରାଳୟ ଦେଶ ବର୍ତମାନ ଚୀନର ଶେନଜେନ୍, ଲିୟାନୟୁନମାଂଗ, ଇଂଜିୟାଙ୍ଗ ଏବଂ ତିୟାଜିନ ବନ୍ଦର ବ୍ୟବହାର କରିବ ବୋଲି ସୂଚନା ଦେଇଛି । ନେପାଳଠାରୁ ଏହି ବନ୍ଦରଗୁଡିକର ଦୂରତା ପ୍ରାୟ ୩,୩୦୦ କିମି

china ବନ୍ଦର ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍ china

ଏହା ବ୍ୟତୀତ ନେପାଳ ଲାଂଜୁଓ, ଲାହାସା ଏବଂ ଜିଗାଟସେ ବନ୍ଦରକୁ ମଧ୍ୟ ଉପଯୋଗ କରିବ । ଏହା ନେପାଳକୁ ଅନ୍ତରାଷ୍ଟ୍ରୀୟ କାରବାର କରିବ ପାଇଁ ବିକଳ୍ପ ମାର୍ଗ ପ୍ରଦାନ କରିବ । ଚୀନର ନୂଆ ବ୍ୟବସ୍ଥା ଅନୁଯାୟୀ, ନେପାଳର ଟ୍ରକ ଏବଂ କଂଟେନର ତିବ୍ଦତର ଜିଗାଟେସ୍ ପର୍ଯ୍ୟନ୍ତ ଯାଇ ପାରିବ। ଏମିତି ହେଲେ ଭାରତ ଓ ନେପାଳ ମଧ୍ୟରେ ଦୂରତା ବଢିବା ସହ ଏହାର ଲାଭ ଉଠାଇବ ଚୀନ।

ପଢନ୍ତୁ;ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

Related posts

ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି

Krishna Kumar Manoj

ମୁମ୍ବାଇ:କ୍ରିଷ୍ଟାଲ ଟାୱାରରେ ଅଗ୍ନିକାଣ୍ଡ ୪ ମୃତ,୧୬ ଆହତ

Krishna Kumar Manoj

ଟ୍ୱିନସିଟିରେ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More