ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଆଜି ଔପଚାରିକ ସମାରୋହରେ ‘ଲେବର୍ ପାର୍ଟି’ ନେତା କ୍ରିସ୍ ହିପ୍କିନ୍ସ୍ ନ୍ୟୁଜିଲାଣ୍ଡ୍ର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଆଜି ଔପଚାରିକ ସମାରୋହରେ ‘ଲେବର୍ ପାର୍ଟି’ ନେତା କ୍ରିସ୍ ହିପ୍କିନ୍ସ୍ ନ୍ୟୁଜିଲାଣ୍ଡ୍ର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡ୍ର ଗଭର୍ଣ୍ଣର୍ ଜେନେରାଲ୍ ସିଣ୍ଡି କାଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିଥିଲେ। ଶପଥ ଗ୍ରହଣ ସମାରୋହରେ ହିପ୍ କିନ୍ସ୍ କହିଛନ୍ତି, ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ବ। ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ୍ ପ୍ରତି ମୁଁ ପ୍ରସ୍ତୁତି କରୁଛି।
ଏହାଛଡ଼ା, ଦେଶର ଉପପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପପ୍ରଧାନମନ୍ତ୍ରୀ ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଐତିହ୍ୟ ଧାରଣ କରିଥିବା ପ୍ରଥମ ମହିଳା। ତାଙ୍କ ପ୍ରତି ବିଶ୍ବାସ ରଖିଥିବାରୁ ସେ ହିପ୍କିନ୍ସ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶର ଅର୍ଥନୀତିକୁ ‘ମୁଦ୍ରାସ୍ଫୀତିର ମହାମାରୀ’ ବୋଲି କହି ୪୪ ବର୍ଷିୟ ହିପ୍କିନ୍ସ୍ ଅର୍ଥନୀତି ଉପରେ ଧ୍ୟାନନିବେଶ କରିବାକୁ ପ୍ରତିଶ୍ରୁତି ଦଇଥିବା କଥା ‘ଦି ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।