News

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୧୮ ମାର୍ଚ୍ଚ ୬ରୁ ଆରମ୍ଭ ହେବ। ଆଜି ହିଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ମିଳିଛି ।

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବ । ପରୀକ୍ଷାର ସମୟ ଅବଧି ପୂର୍ବାହ୍ନ ୧୦.୦୦ ରୁ ଅପରାହ୍ନ ୧.୦୦ ପର୍ଯ୍ୟନ୍ତ ରହିଛି । ପ୍ରାକ୍ଟିକାଲ ସମ୍ବନ୍ଧୀୟ ସମସ୍ତ ପରୀକ୍ଷା ଜାନୁୟାରୀ ୨୭ରୁ ଫେବ୍ରୁଆରି ୫ ତାରିଖ ଯାଏଁ ହେବ ।

ପ୍ରାକ୍ଟିକାଲ ପରୀକ୍ଷା ପ୍ରଥମେ ହେବାକୁ ଥିବାରୁ ସେଦିଗରେ ଫୋକସ୍‌ ଦିଆଯାଇଛି। ଉଭୟ ସରକାରୀ ଏବଂ ଘରୋଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର କରାଯିବ। ସହ କଲେଜଗୁଡ଼ିକର ଲାବରେଟାରି ଠିକ୍‌ କରିବାକୁ ଖୁବ୍‌ଶୀଘ୍ର ନିର୍ଦେଶନାମା ଜାରି ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ପଢନ୍ତୁ, ଜନସାଧାରଣଙ୍କ ଆବାସିକ ଅଥବା ବୃତ୍ତିଗତ ଠିକଣାର ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବେ ସରକାର

Related posts

୨୮ରୁ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳି’

ENO Beuro

ସୁନ୍ଦରଗଡରୁ ଚାଲାଣ ହୋଇଥିବା ନାବାଳିକାକୁ ଉଦ୍ଧାର କଲେ ଦିଲ୍ଲୀ ମହିଳା କମିଶନ

ENO Beuro

୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ENO Beuro

1 comment

Leave a Comment