Loading...

ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ

ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ

ଲୋକପ୍ରିୟ ଶୋ CIDରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡ଼ନୀସ ଆଉ ନାହାନ୍ତି । କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଲୋକପ୍ରିୟ ଶୋ CIDରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡ଼ନୀସ ଆଉ ନାହାନ୍ତି । କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ସମୟରେ ତାଙ୍କୁ ୫୭ ବର୍ଷ ହୋଇଥିବା ଜଣାପଡ଼ିଛି । ଏନେଇ ତାଙ୍କର ବନ୍ଧୁ ତଥା ସିଆଇଡିରେ ତାଙ୍କର ସାଥୀ ଅଭଇନେତା ଦୟାନନ୍ଦ ସେଟ୍ଟୀ ସୂଚନା ଦେଇଛନ୍ତି ।

ଲୋକପ୍ରିୟ ଶୋ CIDରେ ସେ ଇନ୍ସପେକ୍ଟର ଫ୍ରେଡିକ୍ସ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥଲେ ଦୀନେଶ । ହେଲେ କିଛି କିଛି ଦିନ ତଳେ ସେ ଅଚାନକ ଅଭିନୟ ଜଗତରୁ ଉଭାନ ହୋଇ ଯାଇଥିଲେ । ତେବେ ସେ ମରାଠୀ ସିନେମାରେ ଅଭିନୟ କରୁଥିବା ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.