• Home
  • LIFESTYLE
  • ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ
LIFESTYLE

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ବଡି ଲାଙ୍ଗୁଏଯ ମଣିଷର ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି କହିପାରେ । ଆପଣ କୌଣସି ଲୋକ ସହ ମିଶି ତା ବଡି ଲାଙ୍ଗୁଏଯ ରୁ ତା ବିଷୟରେ ଅନେକ କଥା ଜାଣିପାରିବେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣଙ୍କର ହାତ ମୁଠା କରିବାର ଢଙ୍ଗରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ଜାଣିପାରିବେ । ଆପଣ ମୁଠା କଲାବେଳେ ଆଙ୍ଗୁଳି ଗୁଡିକ ଯେମିତି ରଖିବେ ସେହିଅନୁସାରେ ବ୍ୟକ୍ତିର ଲକ୍ଷଣ ଓ ଚରିତ୍ର ବିଷୟରେ ଜଣାଯାଏ ।

  1. ବୁଢା ଆଙ୍ଗୁଠି ଉପରେ ଆଉସବୁ ଆଙ୍ଗୁଠି: ହାତ ମୁଠା କରିବା ବେଳେ ଯଦି ବୁଢା ଆଙ୍ଗୁଠି ଉପରେ ଆଉସବୁ ଆଙ୍ଗୁଠି ରହେ ତେବେ ସେ ବ୍ୟକ୍ତି ବହୁତ ବୁଦ୍ଧିମାନ । ସେ ଜଣେ ସଂବେଦନ ସିଳ ଓ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ସେ ଶାନ୍ତ ଓ ସରଳ ସ୍ଵଭାବର । କଟୁ କଥା କାହାକୁ କହିବାକୁ ତାଙ୍କୁ ଭଲଲାଗେନାହିଂ ।
  2. ସବୁ ଆଙ୍ଗୁଠି ଉପରେ ବୁଢା ଆଙ୍ଗୁଠି: ଜଣଙ୍କର ବ୍ୟକ୍ତିତ୍ଵ ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି କିମ୍ବା ଘୃଣା କରନ୍ତି । ଆପଣ ଏକ ଦୟାଳୁ, ବୁଦ୍ଧହିମାନ ଓ ଉଦାର ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ପରିସ୍ଥିତିକୁ ଦେଖି କଥାବାରତା କରନ୍ତି । ଆପଣ ଲୋକମାନଙ୍କ ଥୁ ବହୁତ ଆଶା ରଖନ୍ତି ଏବୋଂ ଧୋକା ପାଇବାକୁ ଡରନ୍ତି ।
  3. ଗୋଟେ ଆଙ୍ଗୁଠି ଉପରେ ବୁଢା ଆଙ୍ଗୁଠି: ଆପଣ ଜଣେ ସତ୍ୟବାଦୀ ଲୋକ ।ତେଣୁ ଆପଣ ସେଇଆ ହିଁ କୁହନ୍ତି ଯାହା ଆପଣଙ୍କୁ କହିବା ଉଚିତ ।  ଆପଣ ସଚ୍ଚୋଟ ଓ ଦୟାଳୁ ହେଇଥିବାରୁ ସମସ୍ତେ ଆପଣଙ୍କ ଲାଭ ଉଠେଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଆପଣଙ୍କର ଚରିତ୍ର ଓ ବ୍ୟକ୍ତିତ୍ଵ ହିଁ ସେମାନଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରେ । ଏହିସବୁ ପାଇଁ ଆପଣ କିଛିମାତ୍ରାରେ ଦାୟୀ ।

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ  ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ପଢନ୍ତୁ, ଧନତେରାସ ରେ ଭୁଲରେ ବି କିଣନ୍ତୁନୀ ଏହି ସବୁ ଜିନିଷ

Related posts

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ

Krishna Kumar Manoj

ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ ଘରୋଇ ଉପଚାର କିପରି କରିବେ ଜାଣନ୍ତୁ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More