LIFESTYLE

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ବଡି ଲାଙ୍ଗୁଏଯ ମଣିଷର ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି କହିପାରେ । ଆପଣ କୌଣସି ଲୋକ ସହ ମିଶି ତା ବଡି ଲାଙ୍ଗୁଏଯ ରୁ ତା ବିଷୟରେ ଅନେକ କଥା ଜାଣିପାରିବେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣଙ୍କର ହାତ ମୁଠା କରିବାର ଢଙ୍ଗରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ଜାଣିପାରିବେ । ଆପଣ ମୁଠା କଲାବେଳେ ଆଙ୍ଗୁଳି ଗୁଡିକ ଯେମିତି ରଖିବେ ସେହିଅନୁସାରେ ବ୍ୟକ୍ତିର ଲକ୍ଷଣ ଓ ଚରିତ୍ର ବିଷୟରେ ଜଣାଯାଏ ।

  • ବୁଢା ଆଙ୍ଗୁଠି ଉପରେ ଆଉସବୁ ଆଙ୍ଗୁଠି: ହାତ ମୁଠା କରିବା ବେଳେ ଯଦି ବୁଢା ଆଙ୍ଗୁଠି ଉପରେ ଆଉସବୁ ଆଙ୍ଗୁଠି ରହେ ତେବେ ସେ ବ୍ୟକ୍ତି ବହୁତ ବୁଦ୍ଧିମାନ । ସେ ଜଣେ ସଂବେଦନ ସିଳ ଓ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ସେ ଶାନ୍ତ ଓ ସରଳ ସ୍ଵଭାବର । କଟୁ କଥା କାହାକୁ କହିବାକୁ ତାଙ୍କୁ ଭଲଲାଗେନାହିଂ।

hand

  • ସବୁ ଆଙ୍ଗୁଠି ଉପରେ ବୁଢା ଆଙ୍ଗୁଠି: ଜଣଙ୍କର ବ୍ୟକ୍ତିତ୍ଵ ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି କିମ୍ବା ଘୃଣା କରନ୍ତି । ଆପଣ ଏକ ଦୟାଳୁ, ବୁଦ୍ଧହିମାନ ଓ ଉଦାର ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ପରିସ୍ଥିତିକୁ ଦେଖି କଥାବାରତା କରନ୍ତି । ଆପଣ ଲୋକମାନଙ୍କ ଥୁ ବହୁତ ଆଶା ରଖନ୍ତି ଏବୋଂ ଧୋକା ପାଇବାକୁ ଡରନ୍ତି ।
  • ଗୋଟେ ଆଙ୍ଗୁଠି ଉପରେ ବୁଢା ଆଙ୍ଗୁଠି: ଆପଣ ଜଣେ ସତ୍ୟବାଦୀ ଲୋକ ।ତେଣୁ ଆପଣ ସେଇଆ ହିଁ କୁହନ୍ତି ଯାହା ଆପଣଙ୍କୁ କହିବା ଉଚିତ ।  ଆପଣ ସଚ୍ଚୋଟ ଓ ଦୟାଳୁ ହେଇଥିବାରୁ ସମସ୍ତେ ଆପଣଙ୍କ ଲାଭ ଉଠେଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଆପଣଙ୍କର ଚରିତ୍ର ଓ ବ୍ୟକ୍ତିତ୍ଵ ହିଁ ସେମାନଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରେ । ଏହିସବୁ ପାଇଁ ଆପଣ କିଛିମାତ୍ରାରେ ଦାୟୀ ।

ପଢନ୍ତୁ, ଧନତେରାସ ରେ ଭୁଲରେ ବି କିଣନ୍ତୁନୀ ଏହି ସବୁ ଜିନିଷ

Related posts

ଆଙ୍ଗୁଳିର କଳାପଣ ଦୂରକରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

ENO Beuro

2 comments

Leave a Comment