News

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

cm

ଦିନ ପ୍ରାୟ ୧୧ଟାରୁ ଆରମ୍ଭ ହୋଇଯାଇଥିଲା ପାର୍ବଣର ମାହୋଲ। ନିଜ ନିଜ ଜିଲ୍ଲା ଅନୁସାରେ ତୀର୍ଥଯାତ୍ରୀ ମାନେ ଲମ୍ବା ଲାଇନରେ ପଶିଥିଲେ ପ୍ଲାଟଫୋରମ ପରିସରକୁ। ସେମାନଙ୍କୁ ପାଛୋଟି ନେବା ପାଇଁ ଠିଆ ହୋଇଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ। ଫୁଲମାଳ ଦେଇ କରିଥିଲେ ସ୍ଵାଗତ।

ଭୁବନେଶ୍ଵରରୁ କାମାକ୍ଷା ଗଡିଲା ଟ୍ରେନ,ସାମିଲହେଲେ ୯୬୪ ତୀର୍ଥଯାତ୍ରୀ

ଏହି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏବଂ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭବିଦାୟ ଜଣାଇବା ସହ ସମସ୍ତଙ୍କ ମଙ୍ଗଳମୟ ଯାତ୍ରାର କାମନା କଲେ।

ପାଞ୍ଚଟି ଜିଲ୍ଲାରୁ ଆଜି ୧୦୦୦ଜଣ ବରିଷ୍ଠ ନାଗରିକ ଆସାମ ଓ କଲିକତା ଯାତ୍ରା କରିଛନ୍ତି । କଟକ ,କେନ୍ଦ୍ରପଡ଼ା ,ଜଗତସଂହପୁର ,ପୁରୀ ଓ ଖୋର୍ଦ୍ଧ ଭଳି ପାଞ୍ଚଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରୀ ଟ୍ରେନ ଯାତ୍ରାରେ ସାମିଲ ହୋଇଛନ୍ତି ।

ପଢନ୍ତୁ; ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା,୧୬ ଜିଲ୍ଲାକୁ ସତର୍କ ସୂଚନା

Related posts

ସରକାରଙ୍କୁ ଘାରିଛି  ଆଳୁ ଚିନ୍ତା : ନିୟନ୍ତ୍ରଣ ବାହାରେ ଆଳୁଦର , ମାତିଛନ୍ତି କଳାବଜାରୀ

ENO Beuro

ସ୍ୱଚ୍ଛ ମିଶନରେ ସହଯୋଗ ପାଇଁ ପ୍ରସ୍ତାବ ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ENO Beuro

Mobile Medical Units (MMUs) Started To Provide Healthcare Facilities In Rural Odisha

ENO Beuro

1 comment

Leave a Comment