News

ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

cm

ଆଜି ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେସିଂ ଜରିଆରେ ସଚିବାଳୟରେ ଏହି କାର୍ଯ୍ୟକର୍ମର ଶୁଭାରମ୍ଭ କରିଛନ୍ତି। ବରିଷ୍ଠ ତୀର୍ଥଯାତ୍ରୀ ଯୋଜନାର ଦଶମ ଟ୍ରେନ୍‌। ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଟିଟିଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ, ବଦୁରାଇ, ଆଲ୍ଲାବାଦ, ବାରଣାସୀ, ଋଷିକେଶ, ଆଗ୍ରା, ଫେତେପୁରସିକ୍ରି, ମଥୁରା ଭଳି ସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ଶୁଭାରମ୍ଭ ପୂର୍ବରୁ ପୁଲଓ୍ଵାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୁଲଓ୍ଵାମାରେ ସହିଦ ହୋଇଥିବା ସି.ଆର୍‌.ପି.ଏଫ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ;  ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଚିକେନ୍‌ କୁର୍‌ମା ପଲାଉ

Related posts

ଶିଳ୍ପୋଦ୍ୟୋଗୀ ଶରତ କୁମାର ସାହୁଙ୍କୁ ଡକ୍ଟେରେଟ ଡିଗ୍ରୀ

ENO Beuro

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

ENO Beuro

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

Leave a Comment