News

‘ଆମ ଘରେ ଏଲ୍ଇଡି’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୯୫ ଲକ୍ଷ ଲୋକଙ୍କୁ ମାଗଣା ଏଲ୍ଇଡି ବଲବ

ରାଜ୍ୟରେ ୯୫ ଲକ୍ଷ ହିତାଧିକାରୀ ମିଳିବ ଏଲଇଡି ବଲବ । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ପ୍ରତି ପରିବାରକୁ ଏହି ଏଲଇଡି ବଲବ ବଂଟନ ହେବ । ପିଠା କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇନେବାକୁ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଘରେ ଏଲଇଡି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ।

nabin1

ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତମାସର ୧୫ରୁ ୨୦ ତାରିଖ ଭିତରେ ଅନୁଷ୍ଠିତ ହେବାକୁ ଥିବା ପିଠା ଶିବିରରେ ଏହି ଏଲଇଡି ବଲବ୍ ବଣ୍ଟାଯିବ। ଆସନ୍ତା ଫେବ୍ରୁଆରି ମାସରେ ବି ପିଠା ଶିବିର କାର୍ଯ୍ୟକ୍ରମ ଜରିଆରେ ଏଲଇଡି ବଲବ ବିତରଣ କରାଯିବ। ଯଦି କିଛି ହିତାଧିକାରୀ ଏହି ଦୁଇମାସ ଭିତରେ ମାଗଣା ଏଲଇଡି ବଲବ ପାଇବାରୁ ବଞ୍ଚିତ ହୁଅନ୍ତି ତେବେ ସେମାନେ ପରବର୍ତ୍ତୀ ସମୟରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଖାଉଟି ସାମଗ୍ରୀ ବିତରଣ କେନ୍ଦ୍ରରୁ ମାଗଣାରେ ଏଲଇଡି ବଲବ ପାଇପାରିବେ।

ପଢନ୍ତୁ;  ସେନାରେ ସମଲିଙ୍ଗୀ ସମ୍ପର୍କକୁ ନା: ସେନା ଅଧ୍ୟକ୍ଷ

Related posts

କଟକ ବାଙ୍କିରେ ଅଘଟଣ : ମାଙ୍କଡ ଉଠାଇ ନେଲା ଶିଶୁ ପୁତ୍ରକୁ

ENO Beuro

ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More