ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

naben

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ମିଶନ ଶକ୍ତି ମହିଳା ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସୋନପୁର ଓ ବଲାଙ୍ଗୀର ଅଞ୍ଚଳର ୭୦ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

୪୦ ଦିନ ମଧ୍ୟରେ ଏହା ନବୀନଙ୍କ ଦ୍ୱିତୀୟ ବଲାଙ୍ଗିର ଗସ୍ତ ।  ସେପଟେ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ; ଔଷଧୀୟ ଗୁଣରେ ଭରପୂର ଯୁଆଣି! ଆସନ୍ତୁ ଜାଣିବା ଯୁଆଣି ପାଣି ପିଇଲେ କ’ଣ ଉପକାର ମିଳିଥାଏ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More