• Home
  • News
  • ‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
News

‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମହାନଦୀ ଲଢେଇ ଜାରି ରହିବ

ମହାନଦୀ ପଠାକୁ ସବୁଜ ବଳୟ ଏବଂ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ଶୁଭାରମ୍ଭ ହୋଇଛି ସବୁଜ ମହାନଦୀ ମିଶନ୍। ସୁବର୍ଣ୍ଣପୁରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଚାରା ରୋପଣ କରିବା ସହ ସୁବଜ ମହାନଦୀ ରଥର ଶୁଭାରମ୍ଭ କରିଛନ୍ତି।

ଚଳିତ ବର୍ଷ ସବୁଜ ମହାନଦୀ ମିଶନ ମାଧ୍ୟମରେ ମହାନଦୀ ଓ ଏହାର ଉପନଦୀ ତେଲ ଓ ଇବ୍ ଉପକୂଳ ଅଂଚଳରେ ଉଭୟ ପାଶ୍ୱର୍ରେ ଏକ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଅଟେ। ତାହା ସହିତ ରାଜ୍ୟର ପ୍ରମୁଖ ନଦୀ ଏବଂ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷଠାରୁ ପର୍ଯ୍ୟାୟକ୍ରମେ ବନୀକରଣ କରାଯିବ।

ପାଞ୍ଚ ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀ ଗୁଡ଼ିକର ଉଭୟ ପାର୍ଶ୍ୱରେ ୪୧ ହଜାର ହେକ୍ଟର ସବୁଜ ବଳୟ ତିଆରି କରାଯିବ। ୫ କୋଟିରୁ ଅଧିକ ଚାରା ରୋପଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

'ସବୁଜ ମହାନଦୀ ମିଶନ'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ mahanadi

ପଢନ୍ତୁ; ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Krishna Kumar Manoj

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

Krishna Kumar Manoj

Odisha CM Naveen Patnaik Inaugurates Light And Sound Show At Konark Temple

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More