ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ମହୋତ୍ସବ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

୧୫୦ ବର୍ଷ ପୂର୍ତି ଅବସରରେ ଆଜି ପାଳିତ ହେବ ପୌର ଉତ୍ସବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟା ୬ଟାରେ ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯାଜପୁର ପୌର ପରିଷଦର ୧୫୦ ବର୍ଷ ପୂର୍ତି ଅବସରରେ ଆଜି ପାଳିତ ହେବ ପୌର ଉତ୍ସବ । ଯାଜପୁର ପୌରପାଳିକାର ୧୫୦ ବର୍ଷ ଓ ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ଏହି ଅବସରରେ କୁସୁମା ପୋଖରୀର ଲୋକାର୍ପଣ ଏବଂ ବାଳାଶ୍ରମ ପଡିଆରେ ଆୟୋଜିତ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଏହି ସମାରୋହରେ ଜିଲ୍ଲାର ସମସ୍ତ ବିଧାୟକ ତଥା ସାଂସଦ ଉପସ୍ଥିତ ରହିବା ନେଇ ସୂଚନା ଦିଆଯାଇଛି । ଉକ୍ତ ମହୋତ୍ସବ ଏପ୍ରିଏ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମହୋତ୍ସବରେ ବିଭିନ୍ନ ସମୟରେ ବଲିଉଡ୍‌ ଓ ଓଲିଉଡ୍‌ ଜଗତର ଖ୍ୟାତାନାମା ଖଣ୍ଠଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପଢନ୍ତୁ ;

ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା

ଯାଜପୁର ପୌରପାଳିକାର ୧୫୦ ବର୍ଷ ଓ ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ - 90%

90%

ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି - 88%

88%
89%

Very Good!

ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ମହୋତ୍ସବ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟା ୬ଟାରେ ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯାଜପୁର ପୌର ପରିଷଦର ୧୫୦ ବର୍ଷ ପୂର୍ତି ଅବସରରେ ଆଜି ପାଳିତ ହେବ ପୌର ଉତ୍ସବ । ଯାଜପୁର ପୌରପାଳିକାର ୧୫୦ ବର୍ଷ ଓ ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । 

No Votes Yet

You're not rated yet