‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଶୁଭାରମ୍ଭ କରିଛନ୍ତି ।  ରାଜ୍ୟର ୯ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ସ୍ଥାନୀୟ ଉତ୍କଳ ମଣ୍ଡପରୁ ହୋଇଛି । ଏହି ଅବସରରେ ନବୀନ କହିଛନ୍ତି , ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ଖୁସିର କଥା ।

ଏହି ପରିଷଦ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ରହିବ । ପରିଷଦର ଅଧ୍ୟକ୍ଷଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ମିଳିବ । ଏହି ଯୋଜନାରେ ୯ଟି ଜିଲ୍ଲାର ପ୍ରତି ବ୍ଲକକୁ ବାର୍ଷିକ ଦେଢ଼ କୋଟି ଟଙ୍କା ମିଳିବ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୧୧୭ ଟି ବ୍ଲକର ଜନଜାତି ଲୋକଙ୍କୁ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦରୁ ଲାଭ ହେବ ।

ପଢନ୍ତୁ ;

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଶୁଭାରମ୍ଭ କରିଛନ୍ତି - 91%

91%

ଏହି ଯୋଜନାରେ ୯ଟି ଜିଲ୍ଲାର ପ୍ରତି ବ୍ଲକକୁ ବାର୍ଷିକ ଦେଢ଼ କୋଟି ଟଙ୍କା ମିଳିବ - 88%

88%
89.5%

Very Good!

‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଶୁଭାରମ୍ଭ କରିଛନ୍ତି ।  ରାଜ୍ୟର ୯ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ସ୍ଥାନୀୟ ଉତ୍କଳ ମଣ୍ଡପରୁ ହୋଇଛି । ଏହି ଅବସରରେ ନବୀନ କହିଛନ୍ତି , ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ଖୁସିର କଥା । 

No Votes Yet

You're not rated yet