News

ଫେବ୍ରୁଆରିରେ ରେକର୍ଡ ଭାଙ୍ଗିଲା ଥଣ୍ଡା, ୯ଟି ସ୍ଥାନରେ ୧୦ ଡିଗ୍ରୀରୁ କମ ତାପମାତ୍ରା

Cold-wave

ପ୍ରଥମ ଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଲା ରାଜଧାନୀ

ହାଡଭଙ୍ଗା ଜାଡ ସବୁ ରେକର୍ଡ ଭାଙ୍ଗିଦେଲା। ଫେବ୍ରୁଆରି ମାସରେ ଏମିତି ପ୍ରଚଣ୍ଡ ଥଣ୍ଡା କେବେ ଅନୁଭୂତ ହୋଇନଥିଲା ଭୁବନେଶ୍ଵରରେ। ୬୩ ବର୍ଷର ରେକର୍ଡ ଭାଙ୍ଗି ପ୍ରଥମ ଥର ପାଇଁ ଫେବ୍ରୁଆରିରେ ଭୁବନେଶ୍ଵରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର ସମେତ କେନ୍ଦ୍ରୀୟ ଓଡ଼ିଶାରେ ଥଣ୍ଡା ଜାରି ରହିବ। ଏହାପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ।

ସୂଚନାଯୋଗ୍ୟ,କେନ୍ଦୁଝର ସମେତ କେତେକ ସ୍ଥାନରେ ତୁଷାରପାତ ଆଶଙ୍କା ରହିଛି । ନିକଟରେ ପଶ୍ଚିମା ପବନ ବହିବାରୁ ତାପମାତ୍ରା ବଢ଼ିଥିଲା । ଏହା ଯିବା ପରେ ଏବେ ଥଣ୍ଡା ବଢୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଫେବୃଆରୀ ୧୨ ତାରିଖ ଯାଏଁ ଦିନରେ ତାପମାତ୍ରା ଅଧିକ ରହିବ । ରାତିରେ ଥଣ୍ଡା ଅନୁଭୂତ ହେବ ବୋଲି କୁହାଯାଇଛି ।

ପଢନ୍ତୁ;  ୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା,୮ରେ ମିଳିବ ଆଡମିଟ କାର୍ଡ

Related posts

ଖରାରେ ଅତିଷ୍ଠ ଭଗବାନ ଗଣେଶଙ୍କ ଦେହରୁ ବାହାରୁଛି ଝାଳ

Ratnamani Moharana

ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍

ENO Beuro

କଟକ ଶିଶୁଭବନରେ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା

ENO Beuro

Leave a Comment