News

୭ରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରି

cold

୯ରୁ୧୨ ଯାଏଁ ସାରା ଓଡିଶା ଥରିବ

ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ବାତ୍ୟା “ପାବୁକ” ପ୍ରଭାବରେ ରାତି ତାପମାତ୍ରା ବଢିଛି। ରାଜ୍ୟ ତମାମ ଶୀତ ପ୍ରକୋପ ସାମାନ୍ୟ ରହିଛି। ହେଲେ ୭ରୁ ପୁଣି ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ପ୍ରବାହିତ ହେବ। ୯ରୁ ସାରାରାଜ୍ୟ ଥରିବ। ଏଭଳି ଥଣ୍ଡା ଆହୁରି ୩ ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

cold

ରାତିରେ ପାରଦ ଦୁଇ ଡିଗ୍ରି ଏପାଖ ସେପାଖ ରହିବ। କେତେକ ସ୍ଥାନରେ କମିବ ତ ଆଉ କେଉଁଠି ବଢ଼ିବ। ଉପକୂଳ ଓଡ଼ିଶାରେ ପାରଦ କମିବ ନାହିଁ। ଜାନୁଆରି ୧୫ ପରେ ସ୍ଥିତିରେ କିଛିଟା ସୁଧାର ଆସିବ।

ପଢନ୍ତୁ; ସରିଲା ଗଣନା: ଚିଲିକାରେ ୧୦ଲକ୍ଷ ୪୮ ହଜାର ପକ୍ଷୀ,ଏଥର ଆସିଛନ୍ତି ୧୮୧ ପ୍ରଜାତି

Related posts

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କ ମୁଣ୍ଡରେ ଚଡକ: ପାକିସ୍ତାନରେ ମହଙ୍ଗା ମାଡରେ ଅତିଷ୍ଠ ପାକିସ୍ତାନୀ

Ratnamani Moharana

ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

ENO Beuro

ଗୁଣୁପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ବଖରା ଘର

ENO Beuro

Leave a Comment