EnewsOdia.Com

ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

ଖୁବ ଶୀଘ୍ର ରୟାଲ ଇନଫିଲ୍ଡ ତାର ଥଣ୍ଡରବାର୍ଡ ବିଏସ୬ ମଡେଲକୁ ବଜାର ପ୍ରବେଶ କରାଇ ପାରେ । କେତେକ ସ୍ଥାନରେ ଏହାକୁ ଟେଷ୍ଟ ଡ୍ରାଇଭ ମଧ୍ୟ ଦିଆଯାଇଥିବା ଜଣା ପଡିଛି । କୁହାଯାଉଛି ଏଥିରେ ବହୁତ କିଛି ବଦଳା ଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପରିବର୍ତ୍ତନ ।

ଏହି ନୂଆ ମଡେଲରେ ସିଙ୍ଗଲ ପ୍ୟାଡ ଡିଜିଟାଲ ଆନାଲଗ ଇନଷ୍ଟୁମେଣ୍ଟ କ୍ଲଷ୍ଟର ଦିଆଯିବ ।ଏହାଦ୍ୱାରା ଗାଡିର ରିୟଲ ଟାଇମ, ଫୁଏଲ ନେଇ ତଥ୍ୟ ସହଜରେ ଜାଣିହେବ । ସେହିଭଳି ଏଥିରେ ହାଲୋଜେନ ହେଡଲାଇଟ ମିଳିବ । ଟର୍ଣ୍ଣ ଇଣ୍ଡିକେଟରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସେହିଭଳି ବାଇକକୁ ଷ୍ଟାଇଲିସ ଲୁକିଙ୍ଗ ପାଇଁ ଚିନ୍ତା କରାଯାଉଛି । ସେହିଭଳି ଆଲହ୍ୱିଲ ରିମ ମଧ୍ୟ ରହିବ । ସେହିଭଳି ଏହି ଇଞ୍ଜିନ ୩୪୬ ସିସି ରହିବ । ୫ ଟି ଗିୟର ମଧ୍ୟ ରହିବ । ତେବେ ଏହି ବାଇକର ଦାମ ୧୫ ରୁ ୨୦ ହଜାର ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ।

ପଢନ୍ତୁ: ଶୀତ କମିବ, ୨୫ରୁ କେତେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

ସମ୍ବନ୍ଧିତ ଖବର

ଏଣିକି ବିମାନରେ ମିଳିବ ଇଣ୍ଟରନେଟ୍‌ ସେବା

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

କରୋନା ପାଇଁ ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

Ratnamani Maharana

ରାଜଧାନୀରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ

Ratnamani Maharana

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

Ratnamani Maharana

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

Ratnamani Maharana