Loading...

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟିର ମୁଖ୍ୟ ରୂପେ ନିଯୁକ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟିର ମୁଖ୍ୟ ରୂପେ ନିଯୁକ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି କେନ୍ଦ୍ରସରକାର। ଏହି କମିଟି ଏକକ ନିର୍ବାଚନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରିବ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି କେନ୍ଦ୍ରସରକାର। ଏହି କମିଟି ଏକକ ନିର୍ବାଚନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରିବ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିରେ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ରହିପାରନ୍ତି । ଏନେଇ କିଛି ସମୟ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦିନକ ପରେ ସରକାର ଏହି କମିଟି ଗଠନ କରିଛନ୍ତି । 

ସୂଚନାନୁସାରେ, ସମ୍ପ୍ରତି ଦେଶରେ ପୃଥକ୍‌ ଭାବେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି। କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କଲେ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଏହାର ସମର୍ଥକମାନେ କହୁଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.