Entertainment

କମନ୍‌ ମ୍ୟାନ୍‌ଙ୍କୁ ମନା ବିଗ୍‌ବସ୍‌ ସିଜିନ ୧୩

Bt

ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌ ’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଖୁବ୍‌ଶୀଘ୍ର ଆସୁଛି। ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା। ଏଣୁ ଏହି ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି।

ଏକ ରିପୋର୍ଟ ଅନୁସାରେ ଶୋ’ରେ ସାଧାରଣ ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ। ‘ବିଗ୍‌ ବସ୍‌’ର ସିଜିନ୍‌ ୧୨  ଫ୍ଲପ୍‌ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।ଶୋ’ ପ୍ରଥମରୁ ବହୁତ ରୋଚକ ହୋଇଥିଲା। କିନ୍ତୁ ପରେ ସେଲିବ୍ରିଟିଙ୍କ ଅପେକ୍ଷା ସାଧାରଣ ଲୋକ ଅଧିକା ଆଗ୍ରେସିଭ୍‌ ଥିବା ଦେଖାଯାଇଥିଲା ଶୋ’ରେ କମନ୍‌ମ୍ୟାନ୍‌ ସେଲିବ୍ରିଟିଙ୍କ ଉପରେ ଭାରି ପଡ଼ିବାର ମଧ୍ୟ ଦେଖାଯାଇଥିଲା। ଏଥିପାଇଁ ଏଥର ଶୋ’ରୁ କମନ୍‌ମ୍ୟାନ୍‌ଙ୍କୁ ବାଦ୍‌ ଦିଆଯାଇଛି।
ପଢନ୍ତୁ: ଅଗଷ୍ଟରୁ କୌନ ବନେଗା କରୋଡପତିର ସିଜନ-୧୧

Related posts

Nach Baliye-Season 9ର ବିଶେଷ ପ୍ରତିଯୋଗୀ: ବଲିଉଡର ହିଟ ଯୋଡି ସାହିଦ-ମୀରା ହେବେ ଜଜ୍

Ratnamani Moharana

ଇନିଊଜଓଡିଆ ୟୁଟ୍ୟୁବ ରେ ପ୍ରଥମ ଥର ପାଇଁ ଇତିହାସ, ୨୨ ଘଣ୍ଟାରେ ୧୬,୩୦୦୦ ଦର୍ଶକ

ENO Beuro

ରିଲିଜ ହେଲା ‘ମଣିକର୍ଣ୍ଣିକା’ର ଟ୍ରେଲର

ENO Beuro

1 comment

ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର May 30, 2019 at 2:58 pm

[…] କମନ୍‌ ମ୍ୟାନ୍‌ଙ୍କୁ ମନା ବିଗ୍‌ବସ୍‌ ସିଜି… May 23, 2019171 […]

Leave a Comment