News

“ଗଞ୍ଜେଇ ନିଶାରେ ରାଧା ବେଶ ଧରୁଛନ୍ତି” ଲାଲୁଙ୍କ ପୁଅ ତେଜପ୍ରତାପ

Tejpratap

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଅଶାନ୍ତି ବଢିବାରେ ଲାଗିଛି । ବଡ ପୁଅ ତେଜ ପ୍ରତାପଙ୍କ ବୈବାହିକ ଜୀବନର ବିବାଦ ଥମିବାର ନାଁ ଧରୁନି। ଗତ କିଛି ମାସ ପାଇଁ ଦବିଯାଇଥିଲେ ମଧ୍ୟ ପୁଣି ଥରେ ଏବେ ବୈବାହିକ ଜୀବନର ଅଭିଯୋଗ କୋର୍ଟରେ ପହଞ୍ଚିଛି । ପାଟଣାର ବୈବାହିକ କୋର୍ଟରେ ପ୍ରତାପଙ୍କ ସ୍ତ୍ରୀ ପ୍ରତାପଙ୍କ ବିରୋଧରେ କରିଛନ୍ତି ଅଭିଯୋଗ। ତେବେ ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ମାମଲାର ଶୁଣାଣି ଚାଲିଛି ।

ଗତ କାଲି ଏହି କୋର୍ଟରେ ଐଶ୍ୱର୍ଯ୍ୟା ତେଜପ୍ରତାପଙ୍କ ବିରୋଧରେ କେତେକ ସଂଗୀନ ଅଭିଯୋଗ ଆଣିଛନ୍ତି ।

2018 5 Img12 May 2018 Pti5 12 2018 000193b 0 0 0
2018 5 Img12 May 2018 Pti5 12 2018 000193b 0 0 0

ଐଶ୍ୱର୍ଯ୍ୟା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତେଜପ୍ରତାପ ସବୁବେଳେ ଗଞ୍ଜେଇ ନିଶାରେ ଘରକୁ ଆସୁଛନ୍ତି । କେତେବେଳେ ଶିବ ବେଶରେ ତ କେତେବେଳେ କୃଷ୍ଣ ବେଶ ଧରୁଛନ୍ତି । ଥରେ ସେ ଘାଘରା ପିନ୍ଧି ରାଧା ବେଶ ଧରିଥିଲେ । ପଚାରିବାରୁ କହିଲେ ଯେ କୃଷ୍ଣ ଓ ରାଧାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଥରେ ସେ ସଂପୂର୍ଣ୍ଣ ଉଲ୍ଲଗ୍ନ ହୋଇ ରାସ୍ତାକଡରେ ଥିବା ପାଇପରେ ଗାଧୋଇବାକୁ ଚାଲିଯାଇଥିଲେ ବୋଲି ଐଶ୍ୱର୍ଯ୍ୟା ଅଭିଯୋଗ କରିଥିଲେ ।
ପଢନ୍ତୁ: ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Related posts

ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ମହୋତ୍ସବ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

Ratnamani Moharana

ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ENO Beuro

Leave a Comment