News

ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

Untitled 1

ଠିକ୍‌ ୨ଟା ୪୩ରେ ଚନ୍ଦ୍ର ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।  ସାରା ଦେଶର ନଜର ରହିଥିଲା ଟିଭି ପରଦା ଉପରେ। ପ୍ରାରମ୍ଭିକ ସଫଳତା ମିଳିଛି ପୃଥିବୀ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରଯାନ । ଗୋଟିଏ ପଟେ ବୈଜ୍ଞାନିକମାନେ ପରସ୍ପରକୁ ବଧେଇ ଜଣାଉଥିଲେ ଆଉ ଦେଶବାସୀ ମଧ୍ୟ କୁରୁଳି ଉଠିଥିଲେ।ସାରା ବିଶ୍ବରୁ ଇସ୍ରୋ ବୈଜ୍ଞାନକଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ , ପ୍ରତିରକ୍ଷାମନ୍ତ୍ରୀ ତଥା ବିଭିନ୍ନ ମହଲରୁ ଚନ୍ଦ୍ରଯାନ ମିଶନ ସଫଳତାକୁ ନେଇ ଟ୍ବିଟ୍‌ ମାଧ୍ୟମରେ ଅଭିନନ୍ଦନ କରିଛନ୍ତି ।

Pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସାଉଥ୍‌ ବ୍ଲକ୍ ଅଫିସରେ ଛିଡା ହୋଇ ଟିଭି ପରଦାରେ ଦେଖୁଥିଲେ ମିଶନର ପ୍ରତିଟି ସେକେଣ୍ଡ ଅପଡେଟ୍‌। ଆଉ ପ୍ରଥମ ପର୍ଯ୍ୟାୟ ସଫଳ ହେବା ପରେ ସେ ଖୁସିରେ ଉଛୁଳି ପଡ଼ିଥିଲେ। ମୋଦି ଟ୍ବିଟ କରିଛନ୍ତି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।

Capture
Capture

ରାଷ୍ଟ୍ରପତି ରାମନାଥ କୋବିନ୍ଦ  ନିଜ ଟ୍ବିଟ୍‌ ପେଜ୍ ରେ ଲେଖିଛନ୍ତି ଏହା ଆମ ଦେଶ ପାଇଁ ଐତିହାସିକ ସଫଳତା ।

Capture

ସେହିପରି ବଲିଉଡ୍‌ ସୁପର ଷ୍ଟାର ଶାହରୁଖ ଖାନ ଲେଖିଛନ୍ତି ଚାନ୍ଦ ତାରେ ତୋଡ୍‌ ଲାଓ….ସାରେ ଦୁନିଆ ପର୍‌ ମେ ଚାହୁଁ ….

Capture
Capture

ସେହିପରି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତରମଣ  ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ର ଗ୍ୟାଲେରିରେ ଥିବା  ସଦଗୁରୁ ଇସ୍ରୋ ବୈଜ୍ଞାନକଙ୍କ ପ୍ରତିଭାର ପ୍ରଶଂସାରେ ଅଭିଭୁତ ହୋଇଥିଲେ। ଏବେ ନଜର କେବେ ଚନ୍ଦ୍ରରେ ଚନ୍ଦଯାନ ଅବତରଣ କରିବ।

Capture
Capture

ପଢନ୍ତୁ: ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି

Related posts

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

ENO Beuro

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

ENO Beuro

Leave a Comment