News

ମୋଦିଙ୍କ ବାୟୋପିକକୁ ବିରୋଧ କଲା କଂଗ୍ରେସ: ନିର୍ବାଚନ କମିଶନର ଆଗରେ ହେଲା ଫେରାଦ

ନରେନ୍ଦ୍ର ମୋଦୀଙ୍କ ବୟୋପିକ ପିଏମ ନରେନ୍ଦ୍ର ମୋଦିର ମୁକ୍ତିଲାଭ ପ୍ରସଙ୍ଗକୁ ନେଇ କଂଗ୍ରେସ  ଆଜି ନିର୍ବାଚନ କମିଶନରଙ୍କ ଆଗରେ ହୋଇଛି ଫେରାଦ। ଏପ୍ରିଲ ୫ରେ  ହେବାକୁ ଥିବା ଏହି ତାରିଖକୁ ଘୁଞ୍ଚାଇ ଦେବାଲାଗି କଂଗ୍ରେସ ଆବେଦନ କରିଛି। ନିର୍ବାଚନ ପରେ ଏହା ପଦାକୁ ଆସୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କିନ୍ତୁ ଯଦି ଏହା ରିଲିଜ ହେବ ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲଂଘନ  ହେବ ବୋଲି କହିଛି କଂଗ୍ରେସ।

ଏହି ଚଳଚିତ୍ରର ମୁକ୍ତିଲାଭକୁ ବିରୋଧ କରିବା ବୋଲି ମହାରାଷ୍ଟ୍ର ନବନିର୍ମାଣ  ସେନା ପକ୍ଷରୁ ଗତକାଲି ଧମକ ଦିଆଯାଇଥିଲା। ଏହି ଚଳଚିତ୍ରରେ ମୋଦୀଙ୍କ ଭୂମିକରେ ଅଭିନେତା ବିବେକ ଓବରଏ  ଅଭିନୟ କରିଛନ୍ତି।

ପଢନ୍ତୁ: ନାମାଙ୍କନ ପତ୍ର ଦାଖଲ ବେଳେ ଭାବବିହ୍ଵଳ ହେଲେ ହେମା ମାଳିନୀ: ଏହା ମୋର ଶେଷ ନିର୍ବାଚନ ବୋଲି କହିଲେ

Related posts

ଗୁର୍‌ମିତ ରାମ ରହିମ ସିଂହଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ ଓ ୩୦ ଲକ୍ଷ ଟଙ୍କାର ଜରିମାନା

ENO Beuro

ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ

ENO Beuro

ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

ENO Beuro

Leave a Comment